Masthead

୨ ରାତି ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ  (ବଡ଼ ଖବର ବ୍ୟୁରୋ): ହେରାପଞ୍ଚମୀ ନୀତିରେ ବିଭ୍ରାଟ । ରାତି ୩ଟା ପରେ ଶ୍ରୀମନ୍ଦିରରୁ ବାହାରିଲେ ମହାଲକ୍ଷ୍ମୀ ।୭ ଘଣ୍ଟା ବିଳମ୍ବ ହେଲା ନୀତିକାନ୍ତି । ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ବାରମ୍ବାର ବିଭ୍ରାଟ । ରଥଠୁ ନେଇ ହେରାପଞ୍ଚମୀ ଯାଏଁ ଅନେକ ଥର ତ୍ରୁଟି । ପ୍ରଭୁଙ୍କ ସେବାରେ ଅବହେଳା କାହିଁକି ? ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି । ହେରାପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳ ଆଳତୀ ନୀତିରେ ମଧ୍ୟ ବିଳମ୍ବ ଘଟିଛି । ନୀତି ବିଳମ୍ବ ଯୋଗୁଁ ଦୁଇ ଦିନ ହୋଇପାରିନି ପହୁଡ଼ ନୀତି । ନୀତି ବିଳମ୍ବ ନେଇ ଭକ୍ତ ଅସନ୍ତୋଷ ପ୍ରକଟ କରିଛନ୍ତି । ଗତକାଲି ହେରା ପଞ୍ଚମୀ ନୀତି ରେ ବିଳମ୍ବ । ବିଳମ୍ବ ହେତୁ  ଆଜି ଭୋର ୩ଟା ୨୦ରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନ ରେ ଆସିଥିବା ବେଳେ ୫ଟା ୨୦ରେ ରଥ ନିକଟରେ ବନ୍ଦାପନା ଓ ମଣୋହି ନୀତି ହୋଇଥିଲା । ୫ଟା ୪୦ରେ ମା ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞା ମାଳ ପାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ