Masthead

କବାଟ ଭାଙ୍ଗି ଇମ୍ରାନଙ୍କ ଘରେ ପୋଲିସ, ବୁଲଡୋଜର ଲଗାଇ ଭାଙ୍ଗିଲା ଘର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୋଷଖାନ୍ନା ଦୁର୍ନୀତି ମାମଲାା ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିବାବେଳେ ଏହି ସମୟରେ ତାଙ୍କ କାଫିଲକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟ‌ରେ ଅଟକାଇ ଦିଆଯାଇଥିଲା। ଏହି ସମୟରେ ପୋଲିସ ଓ ପିଟିଆଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଇମ୍ରାନଙ୍କ ଲାହୋର ସ୍ଥିତ ଘରେ ପୋଲିସ କବାଟ ଭାଙ୍ଗି ପଶିଛି । ଏହାସହ ବୁଲଡୋଜର ସହାୟତାରେ ତାଙ୍କ ଘର ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।

ଇସଲାମାବାଦ ଯାଉଥିବା ବେଳେ ଇମ୍ରାନ ଖାନ ଏକ ଭିଡିଓ ବି ଜାରି କରିଥିଲେ। ଏହି ଭିଡିଓରେ ଇମ୍ରାନ କହୁଛନ୍ତି, ‘ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ନୱାଜ ସରିଫଙ୍କ କହିବାନୁସାରେ ମୋତେ ଗିରଫ କରାଯାଉଛି। ପଞ୍ଜାବ ପୁଲିସ ଜମାନ ପାର୍କସ୍ଥିତ ମୋର ଘରେ ଚଢ଼ାଉ କରିଛି। ସେଠାରେ ବୁସରା ବେଗମ ଏକା ଅଛନ୍ତି। ଏହା କେଉଁ ନିୟମ ଅନୁଯାୟୀ କରାଯାଉଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର