Masthead

ରାଜୁ ଦାସଙ୍କୁ ଅଧା ବାଟରେ ଅଟକାଇଲେ ବିଜେପି କର୍ମୀ

ସୋର (ବଡ଼ ଖବର ବ୍ୟୁରୋ): ରାଜୁ ଦାସଙ୍କୁ ଅଧା ରାସ୍ତା ଅଟକ ରଖିଛନ୍ତି ସୋର ବିଜେପି କର୍ମୀ। ସୋରକୁ ପଶିବା ବାଟରେ ଜୋରଦାର କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି। ଗତ ୨ତାରିଖରେ ବିଜେପି ଦଳ ପକ୍ଷରୁ ସୋର ନିର୍ବାଚନମଣ୍ଡଳି ନିମନ୍ତେ ରାଜୁ ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ଆଜି ରାଜୁ ଦାସ ପ୍ରଥମ କରି ସୋର ନିର୍ବାଚନମଣ୍ଡଳିକୁ ଆସିଥିବା ବେଳେ ଜାତୀୟ ରାଜପଥ ମାଆ ତାରିଣୀ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରୁଥିବା ବେଳେ ସୋର ବିଜେପି କର୍ମୀମାନେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଗୋ-ବ୍ୟାକ ଗୋ-ବ୍ୟାକ ନାରା ଦେଇ ତାଙ୍କ ବିରୋଧ କରିଛନ୍ତି। ଯେତେ ପର୍ଯ୍ୟନ୍ତ ଏହି ଘଟଣା ସମାଧାନ ହୋଇ ନାହିଁ ସେତେ ପର୍ଯ୍ୟନ୍ତ ରାଜୁ ଦାସ ସୋର ମାଟି ନପଶିବାକୁ କର୍ମୀମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା