Masthead

ଜାରି ରହିବ ଆନ୍ଦୋଳନ: ଡ୍ରାଇଭର ମହାସଂଘ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରାଇଭର ମହାସଂଘର ମହାନିଷ୍ପତ୍ତି । ଅ।ନ୍ଦୋଳନ ଜାରି ରଖିବ କହିଲେ ଡ୍ରାଇଭର ମହାସଂଘ । ନିଜ ଜିଦରେ ଅଟଳ ଡାଇଭର ମହାସଂଘ । ଲାଠି ମାଡ଼ ଖାଇବୁ ପଛେ ପଛାଇବୁନି । ସେପଟେ ସରକାରଙ୍କୁ ପାଣି ପିଆଇସାରିଲେଣି ଡ୍ରାଇଭର ସଙ୍ଘ । ଆନ୍ଦୋଳନ ପାଇଁ ଲୋକେ କଲବଲ । ହେଲେ ଆକ୍ସନ ବଦଳରେ ନିରୁପାୟ ହୋଇ ବସିଛନ୍ତି ସରକାର । ଆଗକୁ ଇଲେକ୍ସନ ।

ଡ୍ରାଇଭର ସଙ୍ଘ ପାଖେ ବିଶାଳ ସଂଖ୍ୟା । ପୁଣି ଅନେକ ଚେଷ୍ଟା ପରେ ବି ସଙ୍ଘରେ ଫାଟ ନୁହେଁ ବରଂ ବଢିଛି ଏକତା । ଯାହା ସରକାରଙ୍କୁ ନାକେଦମ କରିଛି । ଆନ୍ଦୋଳନର ମାସେ ପୂର୍ବରୁ ସେମାନେ ଚେତାବନୀ ଦେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା