Masthead

‘ବଡ଼ ଖବର’ର ବଡ଼ ଅଭିଯାନ, ଟାଟାକୁ ଜବାବ ଦେବା

(ବଡ଼ ଖବର ବ୍ୟୁରୋ): ‘ଟାଟାକୁ ଜବାବ ଦେବା’ । ରାଜ୍ୟରେ ବିଦ୍ୟୁତ୍ ବିଲ୍ ନାଁରେ ଶୋଷଣ । ସାଧାରଣ ଉପଭୋକ୍ତାଙ୍କୁ ଲୁଟ୍ ହେଉଥିବା ଅଭିଯୋଗ । ମନଇଚ୍ଛା ଆସୁଛି ବିଦ୍ୟୁତ୍ ବିଲ୍ । ଟାଟା ଶାସନରେ ଗ୍ରାହକ ହେଉଛନ୍ତି ହନ୍ତସନ୍ତ । ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । କମ୍ପାନୀ ସହ ହେଉଛି ସରକାରଙ୍କ ସଲାସୁତରା ଅଭିଯୋଗ । ବିଧାନସଭାରେ କହି କଥା ରଖିଲେନି ଶକ୍ତିମନ୍ତ୍ରୀ । ଗ୍ରାହକଙ୍କୁ କଷ୍ଟ ହେଉଛି ବିଜୁଳିରେ ମନମାନି । ଉପଭୋକ୍ତାଙ୍କୁ ଶୋଷଣ ବିରୋଧରେ ‘ବଡ଼ ଖବର’ର ବଡ଼ ଅଭିଯାନ । ‘ଟାଟାକୁ ଜବାବ ଦେବା’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା