Masthead

୨୩ ବର୍ଷରୁ କମ ମହିଳା ଟି-୨୦, ଓଡ଼ିଶା ଦଳରେ ସ୍ଥାନ ପାଇଲେ ଭାଗ୍ୟଶ୍ରୀ ରାଉତ ଓ ପୂଜାରାଣୀ ଦାସ

ଚନ୍ଦବାଲି (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମହିଳା ଟି-୨୦ ଦଳରେ ସ୍ଥାନ ପାଇଲେ ଭାଗ୍ୟଶ୍ରୀ ରାଉତ ଓ ପୂଜାରାଣୀ ଦାସ । ଡ଼ିସେମ୍ବର ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ ମହିଳା ଟି-୨୦ ଓଡ଼ିଶା ଦଳରେ ସ୍ଥାନ ପକ୍କା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟ ଏକାଡ଼େମୀରୁ ପୂଜାରାଣୀ ଦାସ ଓ ଭଦ୍ରକରୁ ଭାଗ୍ୟଶ୍ରୀ ରାଉତ । ଓଡ଼ିଶା ଦଳ ୧୦ ତାରିଖରେ ପ୍ରଥମ ମ୍ୟାଚରେ ଜାମ୍ମୁ କାଶ୍ମୀରକୁ ଭେଟିବା ପରେ ୧୧ରେ ଅରୁଣାଚଳପ୍ରଦେଶ, ୧୩ ମୁମ୍ବାଇ,୧୫ରେ ହାଇଦ୍ରାବାଦ, ୧୭ରେ ହରିୟାଣା, ୧୯ କେରଳ, ୨୧ତ୍ରିପୁରକୁ ଭେଟିବ । ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ ଖେଳୁଥିବା ପୂଜାରାଣୀଙ୍କୁ ଚାନ୍ଦବାଲିବାସୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ