Masthead

ବାପୁଜି ଶୀତଳ ଭଣ୍ଡାର ପାଚେରି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ସାଲେପୁର (ବଡ଼ ଖବର ବ୍ୟୁରୋ):  କଟକ ଜିଲ୍ଲା ସାଲେପୁର ବ୍ଲକର ବହୁଗ୍ରାମ ପଞ୍ଚାୟତରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶୀତଳ ଭଣ୍ଡାରର ପାଚେରୀ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାପୁଜି ଶୀତଳ ଭଣ୍ଡାରର ସମୁଦାୟ ନିଜସ୍ୱ ଜମିରେ ପାଚେରୀ ନିର୍ମାଣ କରାଯାଉନାହିଁ । ଶୀତଳ ଭଣ୍ଡାର ଜମିକୁ ଯେଉଁମାନେ ଜବରଦଖଲ କରି ରଖିଛନ୍ତି ତାଙ୍କୁ ସୁରକ୍ଷା ଦେବା ପାଇଁ ଠିକାଦାର ମନମୁଖୀ କାର୍ୟ୍ୟ କରୁଛନ୍ତି । ଏ ସମ୍ବନ୍ଧରେ କଟକ ଜିଲ୍ଲାପାଳ, ସାଲେପୁର ବିଡ଼ିଓ, ତହସିଲଦାର ଓ ପିଡ଼ିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାମ ଗ୍ରହଣ କରାଯାଇ ନାହିଁ । ଆଜି ଠିକାଦାର କାର୍ୟ୍ୟ କରୁଥିବା ବେଳେ ଗ୍ରାମବାସୀ ଵିରୋଧ କରିଥିଲେ । କାର୍ୟ୍ୟ ତଦାରଖ କରୁଥିବା ଯନ୍ତ୍ରୀ ଏସମ୍ବନ୍ଧରେ କିଛି ପ୍ରତିକ୍ରିୟା ରଖିନାହାନ୍ତି । ଏଥିରୁ ଯାହା ଜଣା ପଡୁଛି ପ୍ରଶାସନ କିଛି ଲୁଚାଇବାକୁ ଚାହୁଁଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ