Masthead

ଏବେ ଠୁ ଏତେ ଖରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢ଼ିବାରେ ଲାଗିଛି ତାପମାତ୍ରା । ଶୁକ୍ରବାର ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । କେବଳ ସେତିକି ନୁହେଁ, ରାଜ୍ୟର ୬ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ତାପମାତ୍ରା ୩୫.୨, ହୀରାକୁଦ ୩୫.୬, ଟିଟିଲାଗଡ଼ ୩୫, ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ପାରଦ ୩୪.୪ ଡିଗ୍ରୀ ଛୁଇଁଥିଲା ।

ଶୁକ୍ରବାର ଅନେକ ସ୍ଥାନରେ ପାରଦ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ରହିଥିଲା । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବା ସହ ଖରା ପ୍ରକୋପ କ୍ରମଶଃ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କେବଳ ଦିନ ନୁହେଁ, ଏଣିକି ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ 🔴 ଏବେ ଠୁ ଏତେ ଖରା 🔴 ଭୋ-ଭୋ ହୋଇ କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ 🔴 ୫ରେ ଓଡ଼ିଶା ଆସିବେ ଅମିତ୍ ଶାହ 🔴 ଯୁଦ୍ଧ ଘୋଷଣା କଲା ପାକିସ୍ତାନ 🔴 ବଢ଼ିବ ଗରମ 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ 🔴 ଏବେ ଠୁ ଏତେ ଖରା 🔴 ଭୋ-ଭୋ ହୋଇ କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ 🔴 ୫ରେ ଓଡ଼ିଶା ଆସିବେ ଅମିତ୍ ଶାହ 🔴 ଯୁଦ୍ଧ ଘୋଷଣା କଲା ପାକିସ୍ତାନ 🔴 ବଢ଼ିବ ଗରମ 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ