Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।
Browsing Category

Uncategorized

ଭାରତ ମାନଚିତ୍ରକୁ ନେଇ ଟ୍ୱିଟର ଦେଖାଇଲା ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇ ବିବାଦରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର । ଅନେକ ବାଦ ବିବାଦ ପରେ ଭାରତର ଭୁଲ ମାନଚିତ୍ରକୁ ହଟାଇବା ପରେ ଟ୍ୱଟର ଏମଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି…
Read More...

ମାସ୍କ ମୁକ୍ତ ମହଙ୍ଗା ପଡିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନଲକ୍ ପରେ କିଛି ଦେଶ ମାସ୍କ ମୁକ୍ତ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ମାସ୍କ ମୁକ୍ତ ହେବା ଦ୍ୱାରା ଏବେ ବିଭିନ୍ନ ଦେଶରେ ପୁଣି ଦେଖାଦେଇଛି ମହାମାରୀରର ଆତଙ୍କ । ଅତ୍ୟଧିକ ସଂକ୍ରାମକ ଡେଲଟା…
Read More...

‘ଟିପ୍ ଟିପ୍ ବର୍ଷାପାନି’ରେ ଝୁମିଲେ ରବିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): 'ଟିପ୍ ଟିପ୍ ବର୍ଷାପାନି' ଗୀତରେ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ଆଜିବି ରାଜ କରୁଛନ୍ତି ୯୦ଦଶକର ସୁପରହିଟ ହିରୋଇନ ରବିନା ଟନଣ୍ଡନ । ନିକଟରେ ଏକ ରିଆଲିଟି ଶୋରେ ରବିନା…
Read More...

ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ଉଠିବାକୁ ବିରୋଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶାର ପ୍ରଖ୍ୟାତ ସ୍ଥପତି ପଦ୍ମଭୂଷଣ ରଘୁନାଥ ମାହାପାତ୍ରଙ୍କ ଅନନ୍ୟ ସୃଷ୍ଟି ମାଷ୍ଟରକ୍ୟାଣ୍ଟିନ ଛକର ଘୋଡା ଏବଂ ଯୋଦ୍ଧା ସ୍ଥାପତ୍ୟ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହାକୁ ଯାହାକୁ…
Read More...

‘ମୁଁ ବଞ୍ଚିବାକୁ ଚାହେଁ, ଦୟା କରନ୍ତୁ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଶା ଥିଲା ପୁଅ ବଡ ହୋଇ ପାଠ ପଢି ଭଲ ଚାକିରି କରିବ । ବାପ- ମାଆଙ୍କ ଦୁଃଖ ଦୂର କରିବ । ପରିବାରର ଦାୟିତ୍ୱ ନିଜ କାନ୍ଧକୁ ନବ । ବାପା-ମାଆ ଦେଖିଥିବା ସ୍ୱପ୍ନକୁ ସାକାର କରିବ । ଆଉ ସେମିତି ହିଁ…
Read More...

ଟିକାରେ ବ୍ୟବହାର ହେଉଛି ବାଛୁରୀ ରକ୍ତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଟିକାକୁ ନେଇ ସାରା ଦେଶ ଉଠୁଛି ପଡୁଛି । କୋଭାକ୍ସିନ୍ ହେଉ କି କୋଭିସିଲ୍ଡ ଟିକାକୁ ନେଇ ବିବାଦ ମୁଣ୍ଡଟେକିଲାଣି । ବିଦେଶୀ ଅଦୃଶ୍ୟ ଭୂତାଣୁ କରୋନା ପ୍ରାଣଘାତୀ ହୋଇଥିବାରୁ ଏହାକୁ…
Read More...

ବାଥୁଡି ସମ୍ପ୍ରଦାୟର ନିଆରା ରଜ ଓ ଦୋଳି ଗୀତ

ଲେଖକ- ଆଦିତ୍ୟ କୁମାର ନାଏକ ଗ୍ରୀଷ୍ମ ଋତୁର ବିଦାୟ ଓ ବର୍ଷା ଋତୁର ଆଗମନ ହିଁ ସମଗ୍ର ପ୍ରାଣୀ ଜଗତ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ପୌରାଣିକ ତଥ୍ୟ ଅନୁସାରେ ଏହାକୁ ମିଥୁନ ସଂକ୍ରାନ୍ତି ବା ରଜ…
Read More...

ଦୁର୍ନୀତି ଲୁଚାଇବା ପାଇଁ ପୋଡିଦେଲେ ପଞ୍ଚାୟତ ଅଫିସ

ଯାଜପୁର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦୁର୍ନୀତି ଦିନକୁ ଦିନ ବଢ଼ି ବାରେ ଲାଗିଛି, ସରକାରଙ୍କର ଦୃଷ୍ଟି ଅଡୁଆଳରେ ବଡ଼ ବଡ଼ ସରକାରୀ ବାବୁ ଏବଂ ମାଫିଆ ମାନେ ସରକାରୀ ଯୋଜନାକୁ ହାତେଇବାରେ ଲାଗିଛନ୍ତି | ଏହିଭଳି ଦୃଶ୍ୟ…
Read More...

କଟକଣାରେ ହଜିଗଲା ନିଆଁଲଗା ପାନର ଚାହିଦା

ଭଦ୍ରକ (ବଡ଼ ଖବର ବ୍ୟୁରୋ): କରୋନା ମାଡରେ ଫିକା ପଡିଲା ରଜ ପର୍ବ । ଓଡିଶା ସଂସ୍କୃତିର ଏହି ରଜ ପର୍ବ ୩ ଦିନ ଧରି ପାଳନ କରାଯାଇଥାଏ । ବସୁମାତା ରଜବତୀ ହୋଇଥିବାରୁ ଏହି ଦିନରେ କୌଣସି ଚାଷ କାର୍ଯ୍ୟ କରାଯାଇ ନଥାଏ । ଯାହା…
Read More...

କଟକଣା ଭିତରେ ରଜ ସଂକ୍ରାନ୍ତି ପାଳନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ରଜର ଦ୍ୱିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ଗଣପର୍ବ ରଜ । ପ୍ରତିବର୍ଷ ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର ।…
Read More...