Masthead

ନନ୍ଦନକାନନରେ ବଢିଲା ବିଶ୍ୱର କ୍ଷୁଦ୍ରତମ ମାଙ୍କଡ଼ଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନରେ ବଢିଲା ବିଶ୍ୱର କ୍ଷୁଦ୍ରତମ ମାଙ୍କଡ଼ଙ୍କ ସଂଖ୍ୟା । ନନ୍ଦନକାନନ କୁ ବୁଲିଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଜି ଖୁସିର ଦିନ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥିବା ବିଶ୍ୱର ସବୁଠାରୁ ଛୋଟ ମାଙ୍କଡ଼ ମାର୍ମସେଟ ଆଜି ୨ଟି ଶାବକକୁ ଜନ୍ମ ଦେଇଛି। ଖୁଆଡ଼ରେ ରହୁଥିବା ଏହି ବିରଳ ପ୍ରଜାତିର ମାର୍ମସେଟ ମାଙ୍କଡ଼ ଆଜି ସକାଳୁ ଦୁଇଟି ଶାବକକୁ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିଏ ଶାବକକୁ ମାଆ କୋଳକୁ ନେଇଥିବା ବେଳେ ଅନ୍ୟ ଗୋଟିଏ ଛୁଆକୁ ଗ୍ରହଣ କରିନି। ନନ୍ଦନକାନନ କର୍ମଚାରୀ ସେହି ଛୁଆଟିକୁ ଆଣି ଲାଳନପାଳନ କରୁଛନ୍ତି। ଜନ୍ମିତ ଦୁଇ ଶାବକ ଓ ମାଆ ସୁସ୍ଥ ଥିବା ଜଣାପଡ଼ିଛି । ନନ୍ଦନକାନନରେ ଦୁଇ ଶାବକକୁ ମିଶାଇ ମାର୍ମସେଟ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା