Masthead

କୋରନା ଅମାନିଆ ଙ୍କ ଆଇନ କୁ ଫୁ ।

ବଡ଼ ଖବର ବ୍ୟୁରୋ ।
ଦିନକୁ ଦିନ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ତାହା ପୁଣି ଗୋଷ୍ଠି ସଂକ୍ରମଣ ଜନିତ ବୋଲି ସୂଚନାରୁ ପ୍ରକାଶ । ପ୍ରଶାସନର ସମସ୍ତ ନିୟମ ସବୁ ପାଣି ଫୋଟକା ପରି ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଅରୁହାଁ ଗ୍ରାମରେ ସାମାଜିକ ନିୟମ କାନୁନକୁ ଫୁ କରି ଉଡାଇ ଦେଇଛନ୍ତି କିଛି ଅମାନିଆ ଓ ବେପରୁଆ ଅସାମାଜିକ ଗୋଷ୍ଠୀ । ପୂଜା ପର୍ବାଣୀ , ବିବାହ ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ଗୁଡିକରେ ଜନ ସମାଗମକୁ ସମ୍ପୂର୍ଣ ନିଷେଧ କରାଯାଇଥିବା ବେଳେ କାହାର ଇଙ୍ଗିତରେ ଏମିତି ଭଷାଣି ଉତ୍ସବ କରାଯାଇଥିଲା…? ଏଥି ପାଇଁ ଦାୟୀ କିଏ …?ଏଭଳି କିଛି ଅମାନିଆ ମାନଙ୍କ କାର୍ଯ୍ୟକଳାପରେ ପ୍ରଶାସନିକ ଅଧିକାରୀ ମାନଙ୍କ ନିରବ ସେମାନଙ୍କୁ ସମର୍ଥନ ମିଳିଛି କହିଲେ କିଛି ଭୁଲ ହେବ ନାହିଁ । ସାଧାରଣ ଜନତା କୋଭିଡ୍ ଆଇନର ସାମାନ୍ୟତମ ବ୍ୟତିକ୍ରମ କଲେ ପେଟ ଓ ପିଠିରେ ଲାତ ମିଳୁଛି ସେଠାରେ ଏହି ଅମାନିଆ ମାନଙ୍କ ଏପରି ସାହସ ଆସିଲା କେଉଁଠୁ …? ଏହା ପଛରେ ସରକାରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ହାତ ନା ଆଉ କିଛି …? ଏ ବିଷୟରେ ଜନ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ