Masthead

ଟ୍ରିବୁନାଲଠୁ ନ୍ୟାୟ ପାଇବା ଲାଗି ଆଶା ନାହିଁ : ବିଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରିବୁନାଲର କ୍ଷେତ୍ର ପରିଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।  କହିଛନ୍ତି ଟ୍ରିବୁନାଲଠୁ ନ୍ୟାୟ ପାଇବା ଲାଗି ଆଶା ନାହିଁ । ଏ ପରିସ୍ଥିତିରେ ଆଉ କଣ କରିପାରିବ, ଆଶା ଆସ୍ତେ ଆସ୍ତେ ମରିଯାଉଛି । ରାଜ୍ୟ ସରକାର ଡ୍ୟାମ ବ୍ୟାରେଜ କରିବାରେ ବିଫଳ ହୋଇଛନ୍ତି । ଗୋଟେ ପଟେ ବେଆଇନ କାମ, ଅନ୍ୟପଟେ ନୀରବତା ଫଳ ଭୋଗିଲେ ଓଡ଼ିଶାବାସୀ ।

ମନ୍ଦିର ନିର୍ମାଣ କରିବା ପାଇଁ ସରକାର ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି କିନ୍ତୁ ବ୍ୟାରେଜ କି ଡ୍ୟାମ କଲେ ନାହିଁ । ରାଜ୍ୟ ସରକାର ଅବହେଳା କଲେ । ଓଡିଶାବାସୀ ଷଡଯନ୍ତ୍ର ଏବଂ ଅବହେଳାର ଶିକାର ହେଲେ ।  ବାରବାର କହୁଛି ଓଡ଼ିଶାବାସୀ ନ୍ୟାୟ ପାଇନାହାନ୍ତି ।  ଓଡ଼ିଶାବାସୀ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ନଈନାଳରେ ପାଣି ନାହିଁ ।  ସବୁଆଡେ ହାହାକାର ପରିସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ