Masthead

ଚିକିତ୍ସା ସହାୟତା ପାଇଁ ଅପେକ୍ଷା ।

ଭଦ୍ରକ: ଅଜଣା ରୋଗରେ ଆକ୍ରାନ୍ତ ଭାଗିରଥି

ଭଦ୍ରକ: ଅଜଣା ରୋଗରେ ଆକ୍ରାନ୍ତ ଭାଗିରଥି ଜେନା. ବଞ୍ଚିବାକୁ ଆକୁଳ ନିବେଦନ। ମୂଲ ମଜୁରୀ ଲାଗି ଯାହା ଦୁଇ ପଇସା ଆଣୁଥିଲେ ସେଥିରେ ଦୁଃଖ କଷ୍ଟେ ଚଳି ଯାଉଥିଲା ତେଲ ଲୁଣର ସଂସାର. କିନ୍ତ ଦଇବ ସହିଲାନି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ । ଚିକିତ୍ସା ପାଇଁ ଏବେ ସରକାରୀ ସହାୟତାକୁ ଅପେକ୍ଷା ।
ସୂଚନା ଯୋଗ୍ୟ ଭଦ୍ରକ ଜିଲ୍ଲା କୋଡ଼ବରୁଆଁ ଗ୍ରାମ ପଞ୍ଚାୟତ କୋଡ଼ଗମ୍ଭୀର ଗାଁରେ ଭାଗିରଥି ଜେନା । ପାଞ୍ଚ ଝିଅ ଏବଂ ଦୁଇ ପୁଅ କୁ ନେଇ ଛୋଟ ସଂସାର । ଦୀର୍ଘ ସାତ ବର୍ଷ ହେବ ଅଜଣା ରୋଗ ରେ ପୀଡିତ । ଅର୍ଥ ଅଭାବରୁ ଠିକରେ ଚିକିତ୍ସା ହୋଇପାରୁନାହାନ୍ତି । ମୂଲ ମଜୁରୀ ଲାଗି ଯାହା ଦୁଇ ପଇସା ରଖିଥିଲେ ସବୁ ଔଷଧ ବାବଦରେ ଖର୍ଚ୍ଚ ହୋଇସାରିଲାଣି । ଗତ ଦୁଇ ମାସ ହେବ ଦେହ ସାରା ଘା ହୋଇ ଗୋଟିଏ ଜାଗା ରେ ପଡି ରହିଛନ୍ତି ଜିଲ୍ଲାର ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।
କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଭାଗିରଥି. ଗ୍ରାମବାସୀ ଓ ପରିବାର ଲୋକଙ୍କ ନିବେଦନ ଯଥା ଶୀଘ୍ର ତାଙ୍କୁ ବଡ ମେଡିକାଲ ନେଇ ଚିକତ୍ସା କରାଯାଉ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅନୁରୋଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା