Masthead

ନାବାଳକ କୁ ତଂଟି ରେ ଦୌଡି ବାନ୍ଧି ମାରି ଦଳଗଡିଆ କୁ ଫିଙ୍ଗିଲେ ଦୁର୍ବୃତ ।

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ନୂଆପୁର ଗ୍ରାମ ଧଇଁଆସାହି ରେ ଏକ ପରିତ୍ୟକ୍ତ ଦଲଗଢିଆରୁ ଜଣେ ସାତବର୍ଷ ନାବାଳକ ମୃତ ଶରୀରକୁ ଗ୍ରାମବାସୀ ମାନେ ଉଦ୍ଧାର କରିଛନ୍ତି।
ସୂଚନାରୁ ଜଣାଯାଏ ଯେ ଗତକିଛି ବର୍ଷ ହେଲା ରମାକାନ୍ତ ମଳିକଙ୍କ ଝିଅ କୁ ଉତ୍ତରପ୍ରଦେଶ ରେ ବାହା ଦେଇଥିଲେ।ପରେ ତା ସ୍ବାମୀ ଛାଡି ଚାଲିଯିବା ପରେ ଦୁଇଟି ପିଲାକୁ ଧରି ଝିଅ ତା ବାପା ଙ୍କ ପାଖରେ ରହୁଥିଲା।ଗତକାଲି ସନ୍ଧ୍ୟା ଠାରୁ ନାବାଳକ ହିମାଂଶୁ ବଥମ(୭ବର୍ଷ)ନିଖୋଜ ହୋଇଯାଇଥିଲେ।ବହୁ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ନାବାଳ ହିମାଂଶୁ ର ପିନ୍ଧିଥିବା ପ୍ୟାଣ୍ଟ କୁ ୫୦୦ମିଟର ଦୂରତା ରେ ଦେଖିବାକୁ ପାଇଥିଲେ।ଆଜି ସକାଳେ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଦଳ ଗଢିଆରୁ ହିମାଂଶୁ ବେକକୁ ଏକ ନାଇଲେନ ଦୌଡିରେ ବାନ୍ଧି କେଉଁ ଦୁର୍ବୃତ୍ତ ମାରି ଫିଙ୍ଗିଦେଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି…