Masthead

ଚମ୍ପୁଆରେ 55 ଟିକିଆ ହାତୀ ପଲଙ୍କ ଉପଦ୍ରବ ।

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୫୫ ହାତୀଙ୍କ ଉପଦ୍ରବ । ହାତୀପଲ ଏହି ରେଞ୍ଜର ୧୫ ରୁ ଉର୍ଧ୍ବ ଗାଁରେ ପସି ଧାନ ଫସଲ ନଷ୍ଟ କରିଛନ୍ତି ।ଫଳରେ,ଭୟରେ କାଳ କାଟୁଛନ୍ତି ସ୍ଥାନୀୟ ଲୋକେ ।ସୂଚନା ଅନୁଯାୟୀ,ଚମ୍ପୁଆ ନିକଟ କାଳିକାପ୍ରସାଦ ସଂରକ୍ଷିତ କସିରା ଜଙ୍ଗଲରେ ୨୨ଟି ହାତୀ ଥିବା ବେଳେ,ମୁକୁନ୍ଦପୁର ଗାଁ ନିକଟରେ ଅଛନ୍ତି ୭ଟି ହାତୀ । ସେହିପରି ବାଲିବନ୍ଧ ସେକ୍ସନ ଅଧିନରେ ୧୧ଟି ହାତୀ ଥିବା ବେଳେ ବାମେବାରୀ ସେକ୍ସନରେ ୧୫ଟି ହାତୀ ଚଳପ୍ରଚଳ କରୁଛନ୍ତି ।ସନ୍ଧ୍ୟା ହେଲେ,ହାତୀପଲ ଜଙ୍ଗଲରୁ ବାହାରି ୧୫.ରୁ ଉର୍ଧ୍ବ ଗାଁରେ ପସି ଧାନ ଖାଇବା ସହିତ ଫସଲ ଦଳି ମକଚି ନଷ୍ଟ କରିଛନ୍ତି ।ବନ ବିଭାଗ ହାତୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ଯଥାସମ୍ଭବ ଚେଷ୍ଟା ଜାରି ରଖିଥିବା ବେଳେ,ସ୍ଥାନୀୟ ଲୋକେ ଭୟରେ କାଳ କାଟୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ