Masthead

ବନ୍ଧୁକ ଦେଖାଇ ଲୁଟ

ଉଦଳା: ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ ମି. ସମୟ ରେ ଉଦଳା ଥାନା ଅନ୍ତର୍ଗତ ଜ୍ୟୋତିନଗର୍ ୧୨ ନମ୍ୱର୍ ୱାର୍ଡ ସ୍ଥିତ ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ସପନ କୁମାର ମହାନ୍ତି ଙ୍କ ଭଡା ଘରେ ତାଙ୍କ ଅନୁପସ୍ଥିତି ରେ ୫ ଜଣ ଦୁର୍ବୃତ ଛାତ୍ର ର ପରିଚୟ ଦେଇ ପଶିଆସି ତାଙ୍କ ସ୍ତ୍ରୀ (ଗୀତାଞ୍ଜଳି ମହାନ୍ତି )୪୨ ଙ୍କ ମୁଣ୍ଡ ରେ ବନ୍ଧୁକ ଦେଖାଇ ଥିଲେ ଏବଂ ଘରେ ଯାହା ସବୁ ଜିନିଷ ଅଛି ସେ ସବୁ ଦେବକୁ କହିଥିଲେ, ଏବଂ ତାଙ୍କୁ ଆକ୍ରମଣ କରିବା ସହ ଗାମୁଛା ସାହଯ୍ୟ ରେ ତାଙ୍କ ଗୋଡ ହାତ କୁ ବାନ୍ଧି ଦେଇଥିଲେ ଏହି ସମୟରେ ତାଙ୍କ ୧୦ ବର୍ଷ ର ପୁଅ ବାହାରି ଆସିବାରୁ ପୁଅ କୁ ଜୀବନ ରୁ ମାରିଦେବା ର ଧମକ ଦେଇ ଘରର ଆଲମାରୀର ରୁ ୮୦୦୦ ଟଙ୍କା ନଗଦ ଏବଂ ପିନ୍ଧିଥିବା ସୁନା ଚେନ୍ ସହ ଏକ ଆଣ୍ଡ୍ରଏଡ ମୋବାଇଲ ଫୋନ ନେଇଯାଇଛନ୍ତି। ସୁନା ଚେନ୍ ର ମୂଲ୍ୟ ପାଖା ପାଖି ୪୦ ରୁ ୫୦ହଜାର ଟଙ୍କା ହବ ବୋଲି ତାଙ୍କର ସ୍ଵାମୀ ପ୍ରକାଶ କରିଛନ୍ତି । ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜରି ରଖିଥିବାର ଉଦଳା ଥାନା ସବ୍ ଇନ୍ସପେକ୍ଟର ବିଜୟ ମୁର୍ମୁ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ