Masthead

ମଙ୍ଗଳାଙ୍କ ପୀଠରେ ଭକ୍ତ ଅସନ୍ତୁଷ୍ଟ

ପୁରୀ(ବଡ଼ ଖବର ବ୍ୟୁରୋ) :   ମାଁ ମଙ୍ଗଳା ଙ୍କ ପୀଠରେ ଯାତ୍ରୀନିବାସ ଥାଇ ମଧ୍ୟ, ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଯାତ୍ରୀନିବାସ ଉଦଘାଟନ ଆପେକ୍ଷାରେ ପ୍ରଶାସନ । ମା ମଙ୍ଗଳାଙ୍କ ଦର୍ଶନ ପାଇଁ କାହିଁ କେତେଦୂର ଆସୁଥିବା ଭକ୍ତମାନେ ଅସନ୍ତୋଷ ଓ ହନ୍ତସନ୍ତ ହେଉଛନ୍ତି । ଶୌଚ ପାଇଁ ବିଶ୍ରାମ ପାଇଁ ମଙ୍ଗଳାଙ୍କ ପୀଠରେ ଯାତ୍ରୀ ନିବାସ ଥାଇ ମଧ୍ୟ ତାହା ତାଲା ବନ୍ଦ ହୋଇ ପଡିରହିଛି ।

ଯାହାଫଳରେ ଶହ ଶହ ଭକ୍ତ ପ୍ରତିଦିନ ବହୁ ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳୁଛି । ଯାତ୍ରୀନିବାସ ଉଦଘାଟନ ହୋଇନଥିବାରୁ ଏହା ଯାତ୍ରୀମାନଙ୍କ ବ୍ୟହାରରେ ଲାଗିପାରୁନାହିଁ । ପୂର୍ବରୁ ଥିବା ପୁରୁଣା ଯାତ୍ରୀନିବାସଟି ମଧ୍ୟ ଭାଙ୍ଗି ଯାଇଛି । ଭାଙ୍ଗି ଯାଇଥିବା ଘର ଏବେ ସ୍ଥାନୀୟ ଲୋକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସାଧାରଣ ଭାବେ ଶୌଚ ହେବାର ମଧ୍ୟ ବ୍ୟବସ୍ଥା ନାହିଁ । ଆସୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ