ଆଜି ଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁରର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏଥିପାଇଁ ଚଳ ଚଞ୍ଚଳ ହୋଇପଡ଼ିଲାଣି ବ୍ରହ୍ମପୁର ସହର । ଆଜି  ମଧ୍ୟ ରାତ୍ରି ରେ ଅସ୍ଥାୟୀ ମନ୍ଦିରରେ ବିଜେ କରିବେ ମାଁ ବୁଡି ସାଆନ୍ତାଣୀ । ବାପ ଘରକୁ ଆସିବେ ମାଁ ବୁଢୀ ସାଆନ୍ତାଣୀ।ପ୍ରତି ଦୁଇ ବର୍ଷକୁ ଥରେ ଆସନ୍ତି ମାଁ ଚଳ ଚଞ୍ଚଳ ହୋଇପଡେ ପରିବେଶ । କରୋନା ମହାମାରୀ କାରଣରୁ ବୁଡି ଠାକୁରାଣୀ ଯାତ୍ରାକୁ ଅଧାରୁ ସ୍ତଗିତ କରାଯାଇଥିଲା ।

ଆଜି ଠାରୁ ମେ’ ୧ ପର୍ୟ୍ୟନ୍ତ ପ୍ରାୟ ୨୮ ଦିନ ବ୍ୟାପୀ ଚାଲିବା ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ବ୍ରହ୍ମପୁର ସହର । ମଧ୍ୟ ରାତ୍ରିରେ ଅସ୍ଥାୟୀ ମନ୍ଦିରରେ ବିଜେ କରିବେ ମାଁ ବୁଡି ସାଆନ୍ତାଣୀ। ପ୍ରତି ଦୁଇ ବର୍ଷରେ ଥରେ ଯାତ୍ରା ଅନୁଷ୍ଟିତ ହେଉଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଆଇନଶୃଙ୍ଖଳା  ପରିସ୍ଥିତି ଉପୁଜିବା ଆଶଙ୍କାରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ୪ ଜଣ ଅଫିସର ଓ ସମସ୍ତ ଥାନା ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!