Masthead

ଆଠମଲ୍ଲିକ ରେ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ବାଚନୀ ପଦଯାତ୍ରା

ଆଠମଲ୍ଲିକ(ବଡ଼ ଖବର ବ୍ୟୁରୋ): ଏଥର ବିଜେଡ଼ି ଓ ବିଜେପି ର ଫୋକସ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ତଥା ଅନୁଗୋଳ ଜିଲ୍ଲାର ନଅ ଗୋଟି ପଞ୍ଚାୟତ । ଅନ୍ତୁଳିଆ, ସରଧା ପୁର, ମାଟିଆ ସାହି, ମାଣିକ ଯୋଡ଼ି, ଜଗନ୍ନାଥ ପୁର, ଟାଇଁସ କୋଠ ଭୂଇଁ ଟିକରପଡ଼ା, ପୁରୁଣା କୋଟ, ଏହି ପଞ୍ଚାୟତକୁ ଫୋକସ କରିଛନ୍ତି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ ପ୍ରଚାରରେ ପ୍ରଣବ ପ୍ରକାଶ ଅନ୍ତୁଳିଆ ଆସିଥିଲେ ଯେଉଁ ପ୍ରଚାରରେ ଆଠମଲ୍ଲିକ ବିଜେଡ଼ି ବିଧାନସଭା ପ୍ରାର୍ଥୀ ନଳିନୀ ପ୍ରଧାନ ରହିଥିଲେ । ଉଭୟଙ୍କୁ ସ୍ଵାଗତ କରିବା ପାଇଁ ବିଜେଡି କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ।

 

ପ୍ରଣବ ଅନ୍ତୁଳିଆ ରେ ପହଁଚିଲା ପରେ କର୍ମୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ଜଣାଇ ଥିଲେ । ପରେ କର୍ମୀମାନଙ୍କ ସହିତ ପଦଯାତ୍ରାରେ ସଭାସ୍ଥଳୀ କୁ ଯାଇଥିଲେ । ଏହାପରେ କିଛି ନୂତନ କର୍ମୀ ଙ୍କୁ ନେଇ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ