Before Header

ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି କେଉଁଠି କେତେ ଅଛି

0 61

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଛି ବିପୁଳ ଭୂ-ସମ୍ପତ୍ତି । ସେଥିରୁ ଖୋର୍ଦ୍ଧାରେ ୨୬୮୧୬.୪୭୩ ଏକର, ପୁରୀ ୧୬୭୧୨.୧୮୧, ଗଂଜାମ ୨୮୪୩.୫୩୦, କଟକ ୨୧୬୫.୩୮୫, କେନ୍ଦ୍ରାପଡ଼ା ୧୯୪୧.୫୬୬, ଭଦ୍ରକ ୧୩୩୦.୭୩୦, ଜଗତସିଂହପୁର ୧୧୪୪.୨୫୦, ସମ୍ବଲପୁର ୧୧୩୫.୯୯୦, ଯାଜପୁର ୯୭୩.୨୨୯, ବାଲେଶ୍ୱର ୫୪୦.୩୮୦, ନୟାଗଡ଼ ୨୧୬.୯୬୦, ଅନୁଗୁଳ ୧୧୬.୮୪୦, ମୟୂରଭଞ୍ଜ ୫୭.୯୭୦, ଢେଙ୍କାନାଳ ୫୬.୫୭୪, ସୁନ୍ଦରଗଡ଼ ୪୫.୪୫୦, ବରଗଡ଼ ୪୧.୧୭୦, ଗଜପତି ୩୩.୯୭୭, କୋରାପୁଟ ୨୪.୫୮୦, ରାୟଗଡ଼ା ୧୯.୨୪୦, ବଲାଙ୍ଗିର ୧୪.୧୯୦, କେନ୍ଦୁଝର ୧୨.୦୨୦, ସୁବର୍ଣ୍ଣପୁର ୧.୦୦୦ ଓ ମାଲକାନଗିରି ଜିଲ୍ଲାରେ ଅଛି ୦.୫୧୦ ଏକର ଜମି ।

ସେହିପରି ପଶ୍ଚିମବଙ୍ଗରେ ୩୨୨.୯୩୦, ମହାରାଷ୍ଟ୍ର ୨୮.୨୧୮, ମଧ୍ୟପ୍ରଦେଶ ଓ ଛତିଶଗଡ଼ ୨୬.୮୧୦, ଆନ୍ଧ୍ରପ୍ରଦେଶ ୧୮.୯୮୭, ତାମିଲନାଡ଼ୁ ୧୧.୮୮୫ ଓ ବିହାରରେ ଅଛି ୦.୨୭୪ଏକର ଜମି । ଉତ୍ତରପ୍ରଦେଶର ରାୟବରେଲି ରାସ୍ତାର ହଲଦିୱାନି ସହରରେ ଅଛି ଦୁଇମହଲା ବିଶିଷ୍ଟ କୋଠା ।

Leave A Reply

Your email address will not be published.