Masthead

କିଏ ଗଢିବ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଏ ଗଢିବ ସରକାର । ଚାଲିଛି ଭୋଟ ଗଣତି । ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସ୍ଥାପିତ ସମସ୍ତ ଗଣନା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନରେ ଭୋଟ ଗଣତି ଜାରି ରହିଛି ।ଯଦି ଦେଖିବା ମଧ୍ୟ ପ୍ରଦେଶରେ ପୁଣି ଦେଖିବାକୁ ମିଳୁଛି ମାମାଙ୍କ କ୍ରେଜ୍ । କମାଲ୍‌ କରିପାରିନାହାନ୍ତି କମଲନାଥ । ଆଉ କିଛି ଘଣ୍ଟା ପରେ ଚିତ୍ର ତ ସ୍ପଷ୍ଟ ହୋଇଯିବ କିନ୍ତୁ ୩ ରାଜ୍ୟରେ ଆଗେଇ ଚାଲିଛ ବିଜେପି ।

ଦଳ ସଂଖ୍ୟା ଗରିଷ୍ଠତା ଠାରୁ ବହୁ ଆଗରେ ଚାଲିଛି । ସେପଟେ ରାଜସ୍ଥାନ ଏବଂ ଛତିଶଗଡରେ ବି କଂଗ୍ରେସକୁ ବ୍ୟାକଫୁଟ୍‌ରେ ଠେଲି ଦେଇଛି ବିଜେପି । ସେପଟେ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଛତିଶଗଡରେ ବିଜେପି ଆଗୁଆ ହୋଇଯାଇଛି । କେବଳ ସେତିକି ନୁହେଁ ରାଜସ୍ଥାନରେ ବି କଂଗ୍ରେସ ସରକାର ବଦଳିବାର ସମ୍ଭାବନା ରହିଛି । ତେଲଙ୍ଗାନା କଥା କହିବାକୁ ଗଲେ ସେଠାରେ କଂଗ୍ରେସ ଆଗୁଆ ରହିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ