Masthead

ଫିଲ୍ମ‘ବାର୍ବୀ’ର ଗୋଲାପୀ ଥିମ୍ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ରିଲିଜ୍ ପୂର୍ବରୁ ଦେଖିବାକୁ ମିଳିଛି ଫିଲ୍ମ ‘ବାର୍ବୀ’ର କ୍ରେଜ୍ । ଫିଲ୍ମଟି ଲସ୍ ଆଞ୍ଜେଲସ୍ରେ ପ୍ରିମିୟର ହୋଇସାରିଛି ଏବଂ ୨୧ ଜୁଲାଇରେ ଭାରତରେ ମୁକ୍ତିଲାଭ କରୁଛି। ମାରଗଟ୍ ରୋବି ଏବଂ ରିଆନ୍ ଗୋସଲିଙ୍ଗଙ୍କ ଅଭିନୀତ ଏହି ଚିତ୍ତାକର୍ଷକ ଏବଂ ଅନନ୍ୟ ଚଳଚ୍ଚିତ୍ର ପାଇଁ, ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ବର୍ତ୍ତମାନ, ଫିଲ୍ମର ଗୋଲାପୀ ଥିମ୍ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି । ବ୍ରାଜିଲର ବରଗର୍ କିଙ୍ଗ୍ ତାର ସମ୍ପୂର୍ଣ୍ଣ ଲୋଗୋ ଗୋଲାପୀ ରଙ୍ଗରେ ପରିଣତ କରିଛି ଏବଂ ସେମାନଙ୍କ ମେନୁରେ କିଛି ନୂତନ ଆଇଟମ୍ ମଧ୍ୟ ଲଞ୍ଚ କରିଛନ୍ତି । ବରଗର୍ କିଙ୍ଗ୍ ଫିଲ୍ମ ରିଲିଜକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ ଗୋଲାପୀ ଥିମରେ ସାଜସଜ୍ଜା କରିଛନ୍ତି ବୋଲି କୁହାଯାଉଛି ।

ସୋସିଆଲ ମିଡିଆ ପୋଷ୍ଟରେ ଅଭିନେତ୍ରୀ ଭୁମି ପେଡନେକର ଏବଂ ପାକିସ୍ତାନୀ ଅଭିନେତ୍ରୀ ହନିୟା ଆମୀରଙ୍କୁ ବାର୍ବୀ ଲୁକରେ ଦେଖିବାକୁ ମିଳିଥିଲା। ଜୁଲାଇ ୧୬ ରେ ଭୁମି ପେଡନେକର ତାଙ୍କ ଫଟୋ ସେୟାର କରିଥିଲେ । ବାର୍ବୀ ଲୁକରେ ସେମାନେ ସୁନ୍ଦର ଦେଖାଯାଉଛନ୍ତି ବୋଲି କହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା