Masthead

ଚିନ୍ତା ବଢାଉଛି ‘ଆର-ଭାଲ୍ୟୁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ଚିନ୍ତା ବଢାଉଛି ଆର-ଭାଲ୍ୟୁ । ଆସନ୍ତା ଅକ୍ଟୋବର ସୁଦ୍ଧା ତୃତୀୟ ଲହର ଆସିବା ଆଶଙ୍କା ରହିଛି । ତୃତୀୟ ଲହରକୁ ଏଡ଼ାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ଏହି ସମୟରେ ଆର-ଭାଲ୍ୟୁ ବୃଦ୍ଧି ଚିନ୍ତା ବଢାଇଛି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକାଲ ସାଇନ୍‌ସେସ୍‌,ଚେନ୍ନାଇର ଗବେଷକ କହିଛନ୍ତି ଅଗଷ୍ଟ ୧୪ରୁ ୧୭ ତାରିଖ ମଧ୍ୟରେ ଦେଶରେ ଆର୍‌-ଭାଲ୍ୟୁ ୦.୮୯ ଥିବାବେଳେ ଅଗଷ୍ଟ ଶେଷ ସପ୍ତାହରେ ଏହା ୧.୧୭କୁ ବୃଦ୍ଧି ପାଇଛି। ଆର୍‌-ଭାଲ୍ୟୁ ବୃଦ୍ଧି ଦ୍ବାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ହାରରେ ବ୍ୟାପୁଥିବା ସୂଚନା ମିଳୁଛି।

ଜଣେ ସଂକ୍ରମିତ ହାରାହାରି କେତେଜଣଙ୍କୁ ସଂକ୍ରମିତ କରୁଛନ୍ତି ତାହା ଆର୍‌-ଭାଲ୍ୟୁ ଦର୍ଶାଇଥାଏ । ବିଭିନ୍ନ କାରଣ ପାଇଁ ଅଗଷ୍ଟ ଶେଷ ସପ୍ତାହରେ ଆର୍‌-ଭାଲ୍ୟୁ ୧ରୁ ଅଧିକ ରହିଥିଲା। କେରଳ, ମହାରାଷ୍ଟ୍ର, ମିଜୋରାମ ଏବଂ ଜମ୍ମୁ କାଶ୍ମୀର ଆଦି ରାଜ୍ୟ ପାଇଁ ଏହି ସ୍ଥିତି ଉପୁଜୁଛି ବୋଲି ଗବେଷଣା ଟିମ୍‌ର ନେତୃତ୍ବ ନେଇଥିବା ଗବେଷକ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ