Masthead

ସିମୁଳିଆରେ ପ୍ରାର୍ଥୀ ଖୋଜୁଛି ବିଜେଡି

ସିମୁଳିଆ(ବଡ଼ ଖବର ବ୍ୟୁରୋ): ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ପରାସ୍ତ କରିବାକୁ କଂଗ୍ରେସ ଓ ବିଜେପି କରୁଛି ଜୋରଦାର୍ ପ୍ରୟାସ । ୨୦୧୪ ପୂର୍ବରୁ ସିମୁଳିଆ ଆସନ ଥିଲା କଂଗ୍ରେସ ହାତରେ । ଦୀର୍ଘ ୧୦ ବର୍ଷ ବିଜେଡି ଦଖଲ ଭିତରେ ସିମୁଳିଆ ବିକାଶ ହୋଇନାହିଁ ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଥିବାବେଳେ ସିମୁଳିଆରେ ବିଜେଡି କରି ପାରୁନି ପ୍ରାର୍ଥୀ ଘୋଷଣା । ଦଳରେ ସମାଧାନ ହୋଇପାରୁନି ଆଶାୟୀ କନ୍ଦଳ । ଯାହାର ଫାଇଦା ନେବାକୁ ବସିଛି କଂଗ୍ରେସ ଓ ବିଜେପି ।

ସିମୁଳିଆ ଆସନରେ ବିଜେପି ପଦ୍ମଲୋଚନ ପଣ୍ଡା ଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯୁବ ନେତା ହିମାଂଶୁ ଶେଖର ବେହେରା ଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ । ବିଜେପି କଂଗ୍ରେସ ଆଗରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଲାଗିରହିଛି ଦ୍ୱନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା