Masthead

ଜୁନ ମାସରେ ୧୧ ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରିର୍ଜଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟି ତାଲିକା ଅନୁଯାୟୀ ଜୁନ ମାସରେ ବ୍ୟାଙ୍କ ଗୁଡିକ ମୋଟ ୧୨ ଦିନ ବନ୍ଦ ରହିବ । ଏକ ଅଂଚଳିକ ମହୋତ୍ସବ ଥିବା ହେତୁ କେବଳ ସେହି ଅଚଂଳରେ ବ୍ୟାଙ୍କ ଶାଖା ବନ୍ଦ ରହିବ । ସେହି ଦିନ ଗୁଡିକରେ ଗ୍ରାହକ ଏଟିଏମ ବ୍ୟବହାର କରି ପାରିବେ ।

ଏହି ୧୧ ଦିନରେ ବ୍ୟାଙ୍କ ଖୋଳିବ ନାହିଁ
ଜୁନ ୪-ରବିବାର
ଜୁନ ୧୦- ଦ୍ୱିତୀୟ ଶନିବାର
ଜୁନ ୧୧ -ରବିବାର
ଜୁନ ୧୪ -ପହିଲି ରଜ
ଜୁନ ୧୫-ରଜ ସଂକ୍ରାନ୍ତି
ଜୁନ ୧୮- ରବିବାର
ଜୁନ ୨୦-ରଥଯାତ୍ରା
ଜୁନ ୨୪-ଚତୁର୍ଥ ଶନିବାର
ଜୁନ ୨୫-ରବିବାର
ଜୁନ ୨୭-ବାହୁଡା
ଜୁନ ୨୯- ଇଦ୍

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା