Masthead

ବିଜେଡିର ଅଧିକାଂଶ ବିଧାୟକ ଅସନ୍ତୁଷ୍ଟ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପୁଣି ସାମାନ କଥା ଦୋହରାଇଲେ ମନମୋହନ ସାମଲ । କହିଲେ ବିଜେଡିର ଅଧିକାଂଶ ବିଧାୟକମାନେ ଖୁସି ନାହାନ୍ତି । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପଲିଟିକାଲ ସିଷ୍ଟମ ନଷ୍ଟ ହୋଇ ଯାଇଛି। ସେମାନେ କାହାରିକୁ ଗୁହାରି କରି ପାରୁ ନାହାନ୍ତି । ସମସ୍ତେ ଆମ ଟଚରେ ଅଛନ୍ତି। ଅନେକ ଲୋକ ଏବେ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ଆଶା ଦେବାକୁ ପୁରୁଣା ମେଥର୍ଡ ବ୍ୟବହାର କରୁଛନ୍ତି । ହେଲେ ଲୋକ ସବୁ ଜାଣିଗଲେଣି, ବୁଝିଗଲେଣି। ତେଣୁ ପରିବର୍ତ୍ତନ କରିବେ ।

ନବୀନଙ୍କ ୨୪ ବର୍ଷ ପୂର୍ତ୍ତ ଉପରେ ପ୍ରତିକ୍ରିୟା ଏହା କେବଳ ଘୋଷଣା ସର୍ବସ୍ୱ ସରକାର। ନୂଆ ମଦ ବୋତଲରେ ପୁରୁଣା ମଦ ସଦୃଶ। କୌଣସି ଯୋଜନାରେ ବଜେଟ ନାହିଁ । ଖାଲି ସ୍କିମ ପରେ ସ୍କିମ କରୁଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି। ଆମେ ଯାହା କରିଛୁ । ତାହା କହୁଛୁ। ସେହି ଯୋଜନା ଏବେ କେନ୍ଦ୍ର ସରକାର ବନ୍ଦ କରିବା ପରେ ତାକୁ ଡାଇଭର୍ଟ କରିବାର ଯେଉଁ ସ୍କମ ଥିଲା । ତାକୁ ନୂଆ ଆକାରରେ ତାକୁ ଘୋଷଣା କରିଛନ୍ତି। ନବୀନ ବାବୁ ପ୍ରଥମେ ଉତ୍ତର ଦିଅନ୍ତୁ। ସେ ଯେଉଁ ପଞ୍ଚମ ପାଳି ଶେଷ କରିବାକୁ ଯାଉଛନ୍ତି ଏକାକୀ ୧୪ ବର୍ଷର ହିସାବ ଦିଅନ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା