Masthead

ଆଜି ୨୧ ସ୍ପେଶାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାରିଖ ଆସେ ତାରିଖ ଯାଏ । ହେଲେ କିଛି ତାରିଖ ବେଶ୍ ସ୍ୱତନ୍ତ୍ର ଥାଏ । ଯାହା ସମସ୍ତଙ୍କ ହୃଦୟରେ ଛାପଟିଏ ଛାଡ଼ିଦିଏ । ଏଇ ଯେମିତି ଆଜିର ତାରିଖ । ଆଜିର ତାରିଖକୁ ଟିକେ ଭଲ କରି ଦେଖନ୍ତୁ । ଆଜି ହେଉଛି ୨୧ ଜାନୁଆରୀ ୨୦୨୧ । ତାରିଖରେ କିଛି ସ୍ୱତନ୍ତ୍ରତା ଦେଖିପାରୁଛନ୍ତ କି? ଯଦି ଦେଖିପାରୁ ନାହାନ୍ତି ତାହେଲେ ଆମେ ଆପଣଙ୍କୁ କହିବୁ କାହିଁକି ଆଜି ଏକ ଖାସ୍ ତାରିଖ ।

ଆପଣ ଜାଣିଛନ୍ତି ଆମେ ଏକବିଂଶ ଶତାବ୍ଦୀ ଦେଇ ଗତିକରୁଛେ । ତାସହ ଏହି ଶତାବ୍ଦୀର ଏକବିଂଶ ବର୍ଷରେ ଆମେ ପହଞ୍ଚିଛେ । ତା ସହ ଆଜି ହେଉଛି ଏକବିଂଶ ତାରିଖ । ମାନେ ଏକବିଂଶ ଶତାବ୍ଦୀ, ଏକବିଂଶ ବର୍ଷ ଓ ଏକବିଂଶ ତାରିଖ ଆଜି । ସେଇଥିପାଇଁ ତ ଆମେ କହୁଛୁ, ଆଜି ହେଉଛି ‘୨୧’ ସ୍ପେଶାଲ । ଆପଣଙ୍କୁ ‘୨୧’ ସ୍ପେଶାଲର ଅଭିନନ୍ଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା