Masthead

ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ

ଶୀତଳଷଷ୍ଠୀ ପାଇଁ ସରକାରୀ ଅନୁଦାନ ଘୋଷଣା । ୫୦ଲକ୍ଷର ଆର୍ଥିକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ କରିଛନ୍ତି । ପ୍ରଚାର ପ୍ରସାର କରିବାକୁ ଅନୁଦାନ ଘୋଷଣା କରାଯାଇଛି । ବିଜେପି ସରକାର ଆସିବା ପରଠାରୁ ଐତିହ୍ୟ ସଂସ୍କୃତି କ୍ଷେତ୍ରରେ ବ୍ୟାପକ ଭାବରେ ବିକାଶ କରୁଛି । ଓଡ଼ିଶାର ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଶୀତଳଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁବାଦ ପ୍ରଦାନ କରାଯାଇଥିବା ନେଇ ଏକ୍ସ୍ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ସରକାର ଆସିବା ପରଠାରୁ ଐତିହ୍ୟ ସଂସ୍କୃତି କ୍ଷେତ୍ରରେ ବ୍ୟାପକ ଭାବରେ ବିକାଶ ଘଟୁଛି । ଓଡ଼ିଶାର ସଂସ୍କୃତି କିପରି ଆଗକୁ ବଢିବ ସେ ନେଇ ଆଲୋଚନା କରାଯାଉଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଶୀତଳଷଷ୍ଠୀ ହେଉଛି ଆମ ପରମ୍ପରା ଓ ସଂସ୍କୃତି । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସାରା ଓଡ଼ିଶାରେ ପରିଚିତ । ଏହି ପର୍ବକୁ ବରଗଡ଼ ଜିଲ୍ଲାରେ ବେଶ ଆଡମ୍ବର ସହ ପାଳନ କରାଯାଏ । ମେ ୩୧ ରେ ପାଳନ ହେବାକୁ ଯାଉଥିବା ଶୀତଳଷଷ୍ଠୀ ଯାତ୍ରା ଏବେ ଖୁବ୍ ଆଡମ୍ବର ସହ ହେବାକୁ ଯାଉଛି । ତା ସହ ମୋହନ ମାଝୀ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ