Masthead

ସେନସେକ୍ସ ରେକର୍ଡ ଉଚ୍ଚତାରେ

ମୁମ୍ବାଇ (ବଡ଼ ଖବର): କରୋନା କାଳରେ ଆର୍ଥିକ ସ୍ତର ନିମ୍ନଗାମୀ ହୋଇଥିଲା । ବର୍ତ୍ତମାନ ଆର୍ଥିକସ୍ଥିତିରେ ନିୟନ୍ତ୍ରଣ ଆଣିବାରେ ଚେଷ୍ଟା କରାଯାଉଛି । ଆମେରିିକାରେ ବାଇଡେନ ସରକାର ହେବା ପରେ ସେୟାର ମାର୍କେଟରେ ବଡ ଧରଣର ଅଭିବୃଦ୍ଧି ହୋଇଛି । ପ୍ରଥମ ଥର ପାଇଁ ୫୦ ହଜାର ପାର୍ କଲା ସେନସେକ୍ସ । ସେନସେକ୍ସ ରେକର୍ଡ ସ୍ତର ଛୁଇଁଛି ୫୦ ହଜାର ୧୨୬ । ଏଥିସହ ନିଫ୍ଟି ୧୪ ହଜାର ୭୩୬ର ରେକର୍ଡ ସ୍ତର ଛୁଇଁଛି । ବ୍ୟାଙ୍କ ନିଫ୍ଟି ୩୨ ହଜାର ୭୨୦ । ଆମେରିକାରେ ନୁଆ ରାଷ୍ଟ୍ରପତି ଭାବେ ବାଇଡ଼େନଙ୍କୁ ପାଇବା ପରେ ବିଶ୍ୱ ବଜାରରେ ଏହାର ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୫୦,୧୨୬,୭୩ରେ ପହଂଚିବାରେ ସଫଳ ହୋଇଥିବା ବେଳେ ନିପ୍ଟି ୫୦୧୪,୭୦୦ ଅତିକ୍ରମ କରିଛି । ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା