Masthead

୩ ଘାନା ନାଗରିକ ଅଟକ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଏମଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ଲୁଚି ଆସୁଥିବା ବେଳେ ଧରା ପଡ଼ିଲେ ତିନି ଜଣ ଘାନା ନାଗରିକ । ଏହି ତିନି ଜଣ ଘାନା ନାଗରିକ ସିଆଇଏସଏଫ ହେପାଜତରେ ଅଛନ୍ତି । ପାରାଦ୍ୱୀପ ପୋର୍ଟରେ ଜାହାଜ ଲାଗିବା ପରେ ଆରମ୍ଭ ହେଲା ତନାଘନା । ଜାହାଜଟି ହଂକଂ ହେଶର ହୋଇଥିବା ବେଳେ ଏମାନେ ଜାହାଜକୁ ଆସିଲେ କିପରି ସେ ନେଇ ଉଠୁଛି ପ୍ରଶ୍ନ ।

ଏମଭି ଗ୍ରେଟ୍ ସେଙ୍ଗ ୱେନ୍ ଜାହାଜ ହଂକଂ ଦେଶର ହୋଇଥିବା ବେଳେ ଏହି ଜାହାଜରେ ଏମାନେ ଆସିଲେ କିପରି । ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଜାହାଜରେ ୨୦ କ୍ରିୟୁ ସଦସ୍ୟ ଥିବାବେଳେ ଏମାନେ ୩ ଜଣ ଘାନା ଦେଶର ନାଗରିକ ବୋଲି ଚିହ୍ନଟ କରାଯାଇଛି। ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା , ଏମାନେ କେଉଁ ଦେଶକୁ ଯାଇଥାନ୍ତେ, ଏମାନେ କେଉଁ ପୋର୍ଟରୁ ଜାହାଜ ଭିତରେ କିଭଳି ଭବରେ ପ୍ରବେଶ କଲେ ତାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ