ଆଲବମ କୁଇନରୁ ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଆଲବମ କୁଇନରୁ ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ । ହାଇଦର ଫେରାର ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଳା ଭୋଗରାଇ ପସରବିନ୍ଧା ପଞ୍ଚାୟତ ମୁସଦପୁର ଗ୍ରାମର ଅର୍ଚ୍ଚନା ପରିଡା ଓରଫ ଗେଲୀର ଏବେ ଆଉ ଏକ ଆଲବମ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ ନାୟିକା ଭାବେ ନଜରରେ ଆସିଛନ୍ତି ।

ପୁଣି ଏକ ଫଟୋରେ ଗେଲୀ ପିନ୍ଧିଥିବା ସୁନାହାରକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି । ତାଙ୍କ ବେକରେ ଝୁଲୁଥିବା ହାରଟି ଲକ୍ଷାଧିକ ଟଙ୍କା ହେବ ବୋଲି ସନ୍ଦେହ କରାଯାଉଛି । ଜଣେ ମଧ୍ୟବିତ ପରିବାର ଝିଅ ହୋଇ ଏତେ ଟଙ୍କାର ହାର କିଣିବା ପାଇଁ ଟଙ୍କା ଆସିଲା କେଉଁଠୁ ? ଅର୍ଚ୍ଚନା ଜଣେ ମାନସିକ ବିକୃତ ବୋଲି ପରିବାର ଲୋକେ ଅଭିଯୋଗ କରୁଥିଲା ବେଳେ ସେ କେମିତି ଚାକରି କରୁଥିଲା ଏବଂ ଏତେ ଟଙ୍କା ଅଳ୍ପଦିନରେ କେମିତି ଆୟ କଲା ତାହା ସମସ୍ତଙ୍କୁ ଚକିତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ