Masthead

ଦେଶର ୫ ସାଂସଦ ସବୁଠୁ ଗରିବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସଂସଦରେ ୧୦ ଜଣ ଏପରି ସାଂସଦ ଅଛିନ୍ତି ଯାହାଙ୍କର ମୋଟ ସଂପତ୍ତିର ପରିମାଣ ୧୦ ଲକ୍ଷରୁ କମ୍ । ଏହି ୧୦ ଜଣଙ୍କ ମଧ୍ୟରୁ ୫ଜଣ ଏପରି ସାଂସଦ ଅଛନ୍ତି ଯାହାଙ୍କର ସଂପତ୍ତି ୫ଲକ୍ଷରୁ କମ୍ । ତେଲେଙ୍ଗାଗାନାର ଅରାକୁର ୱାଇଏସଆର କଂଗ୍ରେସ ସାଂସଦ ଗୋଦେତ୍ତି ମାଧବୀ ୧୭ତମ ଲୋକସଭାର ସବୁଠୁ ଗରିବ ସାଂସଦ ।

ମାଧବୀଙ୍କ ପାଖରେ ୧ ଲକ୍ଷ ୪୧ ହଜାର ୧୭୯ ଟଙ୍କାର ସଂପତ୍ତି ଅଛି । ଏହିପରି ଓଡିଶାର ବିଜେଡି ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ପାଖରେ ୩ ଲକ୍ଷ ୪୦ ହଜାର ୫୮୦ ଟଙ୍କା ସଂପତ୍ତି ଅଛି । ଅଲୁଆର ବିଜେପି ସାଂସଦ ମହନ୍ତ ବାଲକ ନାଥଙ୍କ ପାଖରେ ୩ ଲକ୍ଷ ୫୨ ହଜାର ୨୨୯ ଟଙ୍କାର ସଂପତ୍ତି ଅଛି । ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ପାଖରେ ୪ଲକ୍ଷ ୪୪ ହଜାର ୨୨୪ ଟଙ୍କାର ସଂପତ୍ତି ଅଛି । ସିକିମ୍  କ୍ରାନ୍ତିକାରୀ ମୋର୍ଚ୍ଚା ସାଂସଦ ଇନ୍ଦ୍ର ହଂକ୍ ସୁବା କହିଛନ୍ତି ତାଙ୍କ ପାଖରେ ମୋଟ ୪ ଲକ୍ଷ ୭୮ ହଜାର ୮୧୭ ଟଙ୍କାର ସଂପତ୍ତି ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ