Before Header

ତୁଷାରପାତରେ ଫସି ଦୁଇ ଜଣଙ୍କ ମୃତ୍ୟୁ

0 14

ଶ୍ରୀନଗର(ବଡ଼ ଖବର ବ୍ୟୁରୋ): ତୁଷାରପାତରେ ଫସି ଦୁଇ ଜଣଙ୍କ ମୃତ୍ୟୁ । ସେପଟେ ଗତକାଲି ଜାମ୍ମୁ କାଶ୍ମୀରରେ ତୁଷାରପାତ ଆରମ୍ଭ ହୋଇଥିଲା । ଯାହାଫଳରେ ଅନନ୍ତନାଗ ଜିଲ୍ଲାର ସିନ୍ଥାନ ପାସରେ ୪ ଜଣ ଫସିରହିଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ସମେତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ।

ସେଠାରୁ ୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.