Masthead

ପଞ୍ଜଶିରର ୪ଜିଲ୍ଲା କବଜାକୁ ନେଇଥିବା ଦାବି କରିଛି ତାଲିବାନ

(ବଡ଼ ଖବର ବ୍ୟୁରୋ): ପଞ୍ଜଶିରର ୪ଜିଲ୍ଲାକୁ କବଜାକୁ ନେଇଥିବା ଦାବି କରିଛି ତାଲିବାନ । ପୁରା ଆଫଗାନସ୍ତାନକୁ ନିଜ ଦଖଲକୁ ନେଇଥିବା ବେଳେ ପଞ୍ଜଶିର ଏଥିରୁ ବାଦ ପଡିଥିଲା । ଏବେ କିନ୍ତୁ ୪ଜିଲ୍ଲାକୁ ନିଜ କବଜାକୁ ନେଇଥିବା ଦାବି କରିଛି । ରାଜଧାନୀ କାବୁଲ ସହ ପୁରା ଦେଶକୁ କାବୁଲ ୨୦ ଦିନରୁ ଅଧିକ ଦିନ ହେଲା ହାତକୁ ନେଇଛି । ତଥାପି ଆଫଗାନିସ୍ତାନର ପଞ୍ଜଶିର ଏବେବି ତାଲିବାନ ଠାରୁ ଦୂରରେ ।

ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି କରିଛି । ତେବେ ଏହି ଦାବିକୁ ପ୍ରତିପକ୍ଷ ଅଗ୍ରାହ୍ୟ କରି ଦେଇଛନ୍ତି। ବିରୋଧୀଙ୍କ କହିବା ଅନୁସାରେ, ସଂଘର୍ଷ ପରେ ତାଲିବାନ ପଛକୁ ଫେରି ଯାଇଛି । ତାଲିବାନ କହିଛି ୪ ଜିଲ୍ଲା ହାତେଇବା ପରେ ଓନୋବା ଜିଲ୍ଲା କବଜା କରିବାକୁ ସଂଘର୍ଷ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ