Masthead

କଂଗ୍ରାଜୁଲେସନ୍ସ ବେବୋ ଆଣ୍ଡ ସୈଫ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ନିକଟରେ ବଲିଉଡର ଚୁଲବୁଲି ନାୟିକା ‘ବେବୋ’ କରିନା କପୁର ଖାନ୍ ଆଣ୍ଡ ନବାବ ସୈଫ ଅଲ୍ଲୀ ଖାନ ଦ୍ୱିତୀୟ ଥର ପାଇଁ ପ୍ୟାରେର୍ଣ୍ଟସ ହେବାର ସୌଭଗ୍ୟ ଅର୍ଜନ କରିଛନ୍ତି । ପୁଣି ଥରେ ବେବୋ ଏକ କ୍ୟୁଟ ବେବି ବୟକୁ ଜନ୍ମ ଦେଇଛନ୍ତି ।

କରିନାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ଦୁହିଁଙ୍କ ପରିବାର ବେସ ଖୁସି ଆସିଛନ୍ତି। ଏହାକୁ ନେଇ ସୈଫ ମଧ୍ୟ ବହୁତ ଖୁସି ଥିବା କହିଛନ୍ତି । ସେ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ତୈମୁର ଏବଂ ନ୍ୟୁ ବର୍ଣ୍ଣ ବେବି ସହ ଫୋଟ ଉଠାଇ ସେୟାର କରି ‘ଉଇ ଆର ଭେରୀ ଲକି ଟୁ ହାଭ ଏ ବେବି ବୟ’ ଲେଖିବା ସହ ତାଙ୍କ ଫ୍ୟାନସ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଫ୍ୟାନସ୍ ଆଣ୍ଡ ଫ୍ରେଣ୍ଡସ୍ ମାନେ ମଧ୍ୟ ତାଙ୍କୁ ବହୁତ ସାରା ସୁଭେଛା ଜଣାଇଛନ୍ତି ।

କରିନା ଦ୍ୱିତୀୟ ସନ୍ତାନର ମା’ ହୋଇଥିବାବେଳେ ସୈଫ ଚତୁର୍ଥ ଥର ପାଇଁ ବାପା ବନିଛନ୍ତି । ସୈଫ ଏବଂ ତାଙ୍କର ପ୍ରଥମ ପତ୍ନୀ ଅମୃତା ସିଂଙ୍କ ଦୁଇଟି ସନ୍ତାନ ହେଉଛନ୍ତି ସାରା ଏବଂ ଇବ୍ରାହିମ । ଅମୃତା ସିଂଙ୍କ ସହ ସୈଫଙ୍କର ଡିଭର୍ସ ହେବା ପରେ ସୈଫ କରିନାଙ୍କୁ ବିବାହ କରିଥିଲେ । ତେବେ କରିନା ତାଙ୍କ ନ୍ୟୁବର୍ଣ୍ଣ ବେବି ନା କଣ ରଖିବେ ତାହାକୁ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନସ୍ ଆଣ୍ଡ ଫ୍ରେଣ୍ଡସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ