Masthead

କିଛି ସମୟପରେ ଗୁଜୁରାଟ ବନାମ କୋଲକାତା

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଆଇପିଏଲ ସିଜିନ ୧୬ରେ ଆଜି ଗୁଜୁରାଟ ଟାଇଟନସକୁ ଭେଟିବ କୋଲକାତା ନାଇଟରାଇଡର୍ସ । ଅପରାହ୍ନ ୩.୩୦ରେ ଗୁଜୁରାଟର ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ । ଗୁଜୁରାଟ ଟାଇନସ୍ ୪ ପଏଣ୍ଟ ଟେବୁଲରେ ଥିବା ବେଳେ କୋଲକାତା ନାଇଟରାଇଡର୍ସ ରହିଛି ୨ ପଏଣ୍ଟ । ଏହି ମ୍ୟାଚରେ ଯଦି କୋଲକାତା ନାଉଟରାଇଡର୍ସ ଜିତେ ତେବେ ତାହା ୨ ରୁ ପଏଣ୍ଟ ରୁ ୪ ପଏଣ୍ଟକୁ ଯିବ ।

ଅନ୍ୟପକ୍ଷରେ ଯଦି ଗୁଜୁରାଟ ଏହି ମ୍ୟାଚ ଯିତେ ତେବେ ସେ ୬ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ପହଞ୍ଚôବ । ଗୁଜୁରଟ ଟିମର ଅଧିନାୟକ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ରିଦ୍ଧିମାନ ଶାହା ଓ ଶ୍ରୀକର ଭାରତ ଉଇକେଟ କିପର ଥିବାବେଳେଯୋଶେଫ, ଲିଟିଲ ବୋଲିଂ ଭାର ସମ୍ଭାଳୁଛନ୍ତି । ଯଦି କୋଲକାତା ନାଇଟରାଇଡର୍ସ ଦଳ କଥା କହିବା ଦଳର କ୍ୟାପଟେନ ଅଛନ୍ତି ନିତିଶ ରାଣା । ଅଲରାଉଣ୍ଡର ଭେଙ୍କେଟଶ ଆୟରଙ୍କ ଉପରେ ବ୍ୟାଟିଂ ଭାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ