Masthead

‘ପାଠପାଢା ତଦାରଖ କରିବେ ଶିକ୍ଷକ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍କୁଲ ଛୁଟିକୁ ନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ଆସନ୍ତାକାଲି ଠାରୁ ସ୍କୁଲରେ ଗ୍ରୀଷ୍ମ ଛୁଟି। ପୂର୍ବରୁ ଏହା କ୍ୟାଲେଣ୍ଡର ଅନୁସାରେ ମେ’ ୪ ରୁ ଜୁନ ୧୭ ଯାଏ ଛୁଟି ଥିଲା । ହେଲେ ପ୍ରଚଣ୍ଡ ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା କରିଛନ୍ତି । ଏହା ଜୁନ ୧୭ ଯାଏ ବଲବତ୍ତର ରହିବ। ଯଦି ଆବଶ୍ୟକତା ପଡେ, ତା ହେଲେ ସେ ସମୟକୁ ଦେଖି ନିଷ୍ପତ୍ତି ନିଆଯିବ।

ଅବସରକାଳୀନ ଶିକ୍ଷା ଦିଆଯାଇଛି । ସେଥିପାଇଁ ସିଲାବସ କରାଯାଇଛି । ଛୁଟିରେ ପିଲା ତାହା ପଢିବେ । ଯାହାକୁ ଶିକ୍ଷକମାନେ ତଦାରଖ କରିବେ। ଆସନ୍ତାକାଲି ଅଭିଭାବକ ଓ ଶିକ୍ଷକମାନଙ୍କ ମିଟିଂ ସକାଳ ୭ ରୁ ୧୦ ଯାଏ ହେବ। ଅଭିଭାବକ ଆସିବେ, ହେଲେ ପିଲାମାନଙ୍କୁ ଆଣିବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ