Masthead

ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର-ପୂର୍ବ  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ  ବଢ଼ିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି । ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ,  କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର  କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି ।

ବର୍ଷା ପାଗ ସତ୍ତେ୍ୱ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ  ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ୧୪ ବା ୧୫  ତାରିଖ ବେଳକୁ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ  ଲଘୁଚାପ ରୂପ ନେବ ।  ତେବେ ୧୫ ତାରିଖ ପରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି  ସେ ପୂର୍ବାନୁମାନ କରିଛନ୍ତି । ଗତ ୨୪ ଘଣ୍ଟାରେ  ଜଗତ୍‌ସିଂହପୁର ଓ ପୁରୀରେ ସ୍ୱଳ୍ପ ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ