Masthead

ଜୀବନ ହାରିଲା ପ୍ରେମିକ

ବଡ଼ଚଣା(ବଡ଼ ଖବର ବ୍ୟୁରୋ):ଶବ ରଖି ଥାନା ଘେରିଲେ ପରିବାର । ପ୍ରେମିକାର ନିର୍ୟାତନା ସହିନପାରି ଜୀବନ ହାରିଲା ପ୍ରେମିକ । ଯାଜପୁର ଜିଲ୍ଲା ବୈରି ଥାନା ବିରିଜଙ୍ଗା ଗ୍ରାମର ପ୍ରଭାତ କୁମାର ଲେଙ୍କା ବୈରୀ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରଭାତଙ୍କୁ ବାରମ୍ବାର ଟଙ୍କା ଓ ଅଳଙ୍କାର ମାଗୁଥିଲା ପ୍ରେମିକା । ପ୍ରଭାତ ବିବାହ କରିବାକୁ କହିବାରୁ ବିବାଦର ସୂତ୍ରପାତ ହୋଇଥିଲା । ପ୍ରେମିକା ବୈରି ଥାନାରେ କରିଥିଲା ଅଭିଯୋଗ ।

ପରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ପରେ ପ୍ରଭାତକୁ ବିବାହ କରିବା ଦୂରର କଥା ତାକୁ ଜାଣିନଥିବା କୁଆଡେ ପ୍ରେମିକା କହିଥିଲା । ଏ ସବୁ ପରେ ପ୍ରଭାତ ନିଜ ସୋସିଆଲ ମିଡିଆରେ ଉଭୟଙ୍କ ଫୋଟ ପୋଷ୍ଟ କରିବା ପରେ ଜୀବନ ହାରିଥିଲା । ପରିବାର ଲୋକେ ଥାନା ଆଗରେ ଶବରଖି ଧାରଣା ଦେଇଥିଲେ । ପୋଲିସ ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ପରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା