Masthead

‘ଆନ୍ଧ୍ର ଗୋ ବ୍ୟାକ’

କୋଟିଆ (ବଡ଼ ଖବର ବ୍ୟୁରୋ): ବିବାଦୀୟ ଗାଁ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଥିରେ ଅନୁ ପ୍ରବେଶ । ମୁହାଁମୁହିଁ ପଟ୍ଟଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଏବଂ ଅନ୍ଧ୍ର ପିଆଇ ଟି ଡି ଏ କୂର୍ମନାଥ । କୋରପୁଟ ଜିଲ୍ଲା ପଟ୍ଟଙ୍ଗୀ ବ୍ଲକ ଫାଟୁସେନେରୀ ରେ ଅନ୍ଧ୍ର ଅଧିକାରୀ ପିଆଇ ଟି ଡି ଏ କୂର୍ମନାଦ ସେଠାରେ ପହଞ୍ଚି ଭୋଜିଭାତର ପସରା ଚାଲାଇଥିଲେ ।

ଫାଟୁସେନେରୀ ଯାଇ ସେଇ ଅଞ୍ଚଳ ଲୋକଙ୍କୁ ଅନ୍ଧ୍ର ପଟେ ମୁହାଁ କିରିଥିବା ଖବର ପାଇଁ ପଟ୍ଟଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଅପିରାହ୍ନ ଚାରିଟାରେ ନିଜ ସାଥୀମାନଙ୍କୁ ନେଇ ଓଡ଼ିଶା ସୀମାକୁ ଯଗିବା ସହ କେଉଁ ଅଧିକାର ନେଇ ଓଡ଼ିଶା ସୀମାରେ ପ୍ରବେଶ କରିଛ ବୋଲି କହିବା ସହ ସୁପ୍ରିମକୋର୍ଟରେ ମାମଲା ଥିବାବେଳେ କେଉଁ କାରଣରୁ ଓଡ଼ିଶା ସୀମାରେ ଆସିଛ ବୋଲି ପାର୍ବତିପୁରମ ପିଆଇ ଟି ଡି ଏ କୁ ପ୍ରଶ୍ନ କରିଥିଲେ ।

ସେଠାରେ ଅନ୍ଧ୍ର ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ମୁହାଁମୁହିଁ ହେବା ଫଳରେ ଅନ୍ଧ୍ର ଗୋ ବ୍ୟକ ବୋଲି ଓଡ଼ିଶାବାସୀ ନାରା ଦେବା ଫଳରେ ଅନ୍ଧ୍ର ଅଧିକାରୀ ଡରିକି ଚାଲିଯାଇଥିଲେ । ପରେ ପ୍ରୀତମ ପାଢ଼ୀ ସୀମାକୁ ଯଗି ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ