Masthead

ଓଡ଼ିଶାରେ ଜମି ପଟ୍ଟା ବାଣ୍ଟୁଛି ଆନ୍ଧ୍ର

କୋଟିଆ(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଆନ୍ଧ୍ରର ପୁଣି ଅନୁପ୍ରବେଶ । କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଜମିପଟା ବଣ୍ଟନ କଲା ଆନ୍ଧ୍ର । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ତିନୋଟି ଗ୍ରାମ ବାସୀଙ୍କୁ ଜଙ୍ଗଲ ଜମି ପଟା, ଚାଷୀ ଉପକରଣ ସାମଗ୍ରୀ, ବଣ୍ଟନ କରିଥିବା ବେଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିବା ନେଇ ଜଣାପଡିଅଛି ।

ଆଜି ପୁଣି ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ସାଲୁର ବିଧାୟକ ପିଡିକା ରାଜନ୍ନ ଦୋରା କୋଟିଆ ପଞ୍ଚାୟତର ସୀମାନ୍ତ ନେରେଡିବାଲାସା ଗ୍ରାମଠାରେ ପହଞ୍ଚିଥିଲେ, ସେଠାରେ ଅଞ୍ଚଳବାସୀ ବିଧାୟକଙ୍କୁ ଏବଂ ଅନ୍ଧ୍ର ଅଧିକାରୀଙ୍କୁ ପଛଟାଇ ଡେମ୍ସା ନଚୋରେ ବାଜା ବଜାଇ ସ୍ୱଗତ କରିଥିଲେ, ଆନ୍ଧ୍ରପ୍ରଦେଶ ପଞ୍ଚାୟତ କରିଥିବା ଗଂଜେଇପଦର ପଞ୍ଚାୟତର ଉପରସେମ୍ବୀ, କୁରୁକୁଟି ପଞ୍ଚାୟତର ନେରେଡିବାଲାସା ଏବଂ ସାରିକି ପଞ୍ଚାୟତ ଅନ୍ତର୍ଗତ ଗାଲିଗାଵଟର ଗ୍ରାମର ମୋଟ ୨୫୮ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରିଥିବା ନେଇ ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ