Masthead

ଦିବ୍ୟାଙ୍ଗଙ୍କୁ ଭୁଲିଗଲା ପ୍ରଶାସନ

ସାଲେପୁର (ବଡ଼ ଖବର ବ୍ୟୁରୋ): ଜନମଙ୍ଗଳ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ଜଣେ ଦିବ୍ୟାଙ୍ଗ ବୃଦ୍ଧ ପକ୍କାଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେବି କେହି ଶୁଣୁନାହାନ୍ତି । ସତେ ଯେପରି ପ୍ରଶାସନ ଓ ରାଜନେତାଙ୍କ ସଲାସୁତରାରେ ବଳିପଡିଯାଉଛନ୍ତି ଏହି ଅସହାୟ ବ୍ୟକ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମଧ୍ୟକଛ ପଂଚାୟତ ବାରଗୋଡ଼ିଆ ଦଳେଇସାହିରୁ।

ପାଲ ପଡ଼ିଥିବା ଘରେ ରୁହନ୍ତି ଧ୍ରୁଵଙ୍କ ପରିବାର। ଘରକୁ ଦେଖିଲେ ସରକାର ଥିବାଭଳି ମନେହେଉ ନାହିଁ । ଏହି ନୁଆଁଣିଆ ଘରେ ପରିବାର ସହ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ ଧ୍ରୁଵ। ଆଉ ଧ୍ରୁଵଙ୍କ ତିନିଚାକିଆ ସାଇକେଲ ହେଉଛି ଏକମାତ୍ର ସାଥୀ । ଧ୍ରୁଵ ଚା’ ବିକି ପରିବାର ଚଳାନ୍ତି । ଘରକାମ ସାରି ତାଙ୍କୁ ଚା’ ଦୋକାନରେ ସାହାଯ୍ୟ କରନ୍ତି ତାଙ୍କ ସ୍ତ୍ରୀ । ପଡ଼ୋଶୀମାନେ ମଧ୍ୟ ଏହି ଦମ୍ପତିଙ୍କୁ କେବେ ଅବହେଳା କରିବାର କେହି ଦେଖିନାହାନ୍ତି । ରହିବାପାଇଁ ଧ୍ରୁଵଙ୍କୁ ତୁରନ୍ତ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ପଡ଼ୋଶୀ। ସରପଞ୍ଚ କହିଛନ୍ତି, ଖୁବଶୀଘ୍ର ଧ୍ରୁବ ପାଇବେ ପକ୍କାଘର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା