Masthead

ଆଜି ଖୋଲିଲା ବାହାନାଗା ବିଦ୍ୟାଳୟ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):  ଜିଲ୍ଲା ବାହାନଗା ରେଳ ଟ୍ରଜେଡି ଘଟଣାକୁ ବିତିଯାଇଛି ୨୦ ଦିନ l  ଦୁର୍ଘଟଣାରେ ଅନେକ ନିରୀହ ନିଷ୍ପାପ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକଙ୍କର ମୃତ ଦେହ ଛିନ୍ନ ବିଛିନ୍ନ ହୋଇ ପଡିରହିଥିଲା l  ପରେ ପ୍ରଶାସନ ଏହି ମୃତଦେହ ଗୁଡିକୁ ଆଣି ବାହାନଗା ସ୍କୁଲ ଘରେ ରଖାଯାଇଥିଲା l

କିଛି ଛାତ୍ର ଛାତ୍ରୀ ଅଭିଭାବକ ମାନେ ଭୂତ ବାହାରିବା ନେଇ ଭୟ କରିଥିଲେ l ତେଣୁ ମ୍ୟାନେଜିଙ୍ଗ କମିଟି ପ୍ରଶାସନ ସହିତ ଆଲୋଚନା କରିବା ପରେ ମୃତଦେହ ରହିଥିବା ଘର ଗୁଡିକ ଭଙ୍ଗା ଯାଇଥିଲା l  ତେବେ ସେହି ଘରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ାଯାଉଥିବା ବେଳେ ସେମାନେ ଅନ୍ୟ ଶ୍ରେଣୀ ଗୃହରେ ପାଠ ପଢିବେ l  ତେଣୁ ଆଜି ସ୍କୁଲ ଖୋଲିବା ପରେ କେମିତି ଆଉ କେଉଁ ଗୃହରେ ପାଠ ପଢୁଛନ୍ତି ତାହା ଜଣାପଡିବ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ