Before Header

କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

0 16

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ.ପି ନଡ୍ଡା । ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବେ ନଡ୍ଡା । ବରଗଡ଼ ଲୋକସଭା କ୍ଷେତ୍ରରେ କର୍ମୀ ସମ୍ମିଳନୀ କରିବେ ଜେ.ପି ନଡ୍ଡା । ୨୩ରେ ଭବାନୀପାଟଣାରେ ମହାଜନସଂପର୍କ ଅଭିଯାନ । ଅଭିଯାନରେ ସାମିଲ ହେବେ ଜେପି ନଡ୍ଡା ।

Leave A Reply

Your email address will not be published.