Masthead

ବିଜେଡିରୁ ବିଜୟ ପରେ ଶଙ୍ଖକୁ ପସନ୍ଦ କରୁନାହାନ୍ତି କି ନୂଆ ବିଧାୟିକା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରୁ ବିଜୟ ପରେ ଶଙ୍ଖକୁ ପସନ୍ଦ କରୁନାହାନ୍ତି କି ନୂଆ ବିଧାୟିକା । ନିର୍ବାଚନ ଫଳାଫଳର ୧୫ ଦିନ ନପୁରୁଣୁ ବସ୍ତା ବିଧାୟିକା ସୁଵାସିନୀ ଜେନା ଶଙ୍ଖ ଚିହ୍ନ ପ୍ରତି ଏତେ ବିତୃଷ୍ଣା ହେଲେ କେମିତି । ବସ୍ତା ନିର୍ବାଚନମଣ୍ଡଳି ବାଲିଆପାଳ ଲଙ୍ଗଳେଶ୍ଵର ସ୍ଥିତ ନିଜ ଗାଁ ଘର ପାଚେରିରେ ନିର୍ବାଚନ ବେଳେ ଅଙ୍କା ଯାଇଥିବା ଶଙ୍ଖ ଚିହ୍ନକୁ ଆଉ ଦେଖିବାକୁ ଚାହୁଁ ନାହାଁନ୍ତି ।

ପ୍ରଥମ ଥର କରି କାଲି ସୁବାସିନୀ ଜେନା ବିଧାୟିକା ଭାବେ ଶପଥ ନେଇଥିବା ବେଳେ ଏପଟେ ଚାଲିଛି ବିଜେଡି ଶଙ୍ଖ ଉପରେ ଚୂନ ଲିପା । ଯେଉଁଠି ଦିନେ ବିଜେଡି ଶଙ୍ଖ ପାଇଁ ବସ୍ତା ଆସନରେ ବିଜୟ ହେଲେ ସେହି ଚିହ୍ନକୁ ସୁବାସିନୀ ନିଜ ଘର କାନ୍ଥରୁ ହଟେଇବା ଦୃଶ୍ୟ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ