Masthead

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ । ନବରଙ୍ଗପୁର ଏସଡିପିଓ କହିଛନ୍ତି ସିନ୍ଧିଗୁଡା ଗ୍ରାମର ଏକ କାଜୁବାଡ଼ ପାର୍ଶ୍ଵରେ ଥିବା ନରସିଂହ ରାଇସ ମିଲ ନିକଟରେ ୫ଜଣ ଡକାୟତି ଉଦ୍ୟମ କରୁଥିଲେ । ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚ ୫ଜଣଙ୍କୁ ଗିରଫ କରିଛି ।

ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଖଣ୍ଡା, ଛୁରୀ, ଦୁଇଟି ହାତ ତିଆରି ଲୁହାପଞ୍ଚ, ଓ କେକରଡ଼ ସହ ତିନୋଟି ନମ୍ବର ବିହୀନ ବାଇକ, ୪ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଗିରଫ ୫ ଡକାୟତ ତେନ୍ତୁଳିଖୁଣ୍ଟି ଥାନା ଧଣ୍ଡରା ଗ୍ରାମର ଜିତେନ୍ଦ୍ର ହରିଜନ , କୋରାପୁଟ ଜିଲ୍ଲା ବି ସିଂହପୁର ଥାନା କୁମୁଲି ଗ୍ରାମର ସୁରଜ ମହାରଣା , ନବରଙ୍ଗପୁର ଥାନା ଛୁତିଆଗୁଡା ଗ୍ରାମର କରଫୁଲ ଛତର , ନବରଙ୍ଗପୁର ଥାନା ଢେପଗୁଡା ଗ୍ରାମର ସୁଶାନ୍ତ ଓରଫ ମାଇକେଲ ହରିଜନ ଓ ତେନ୍ତୁଳିଖୁଣ୍ଟି ଥାନା ବିରିଗୁଡା ଗ୍ରାମର ସଞ୍ଜୀବ ହିଆଲ । ଏମାନଙ୍କ ନାମରେ ନବରଙ୍ଗପୁର ଜିଲ୍ଲାର ବିଭଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା