Masthead

ଦାଦନ ଖଟିବାକୁ ଯାଇ ମାଲିକଙ୍କ ଠାରୁ ନିର୍ଯାତନାର ଶିକାର ହେଲେ ୪ ଓଡ଼ିଆ ଶ୍ରମିକ

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ପୁଣି ଦାଦନ ଯନ୍ତ୍ରଣା । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାଲିକଙ୍କ ଠାରୁ ନିର୍ଯାତନାର ଶିକାର ହେଲେ ଓଡ଼ିଶାର ୪ ଶ୍ରମିକ । ଘରକୁ ଫେରିବା ପାଇଁ ସରକାରଙ୍କୁ କଲେ ଆକୁଳ ନିବେଦନ । ୪ଜଣ ଓଡ଼ିଆ ଶ୍ରମିକ ନିର୍ଯାତନା ସହିନ ପାରି ଭିଡ଼ିଓ ପଠାଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ୪ଜଣ ଦାଦନ ଶ୍ରମିକ । ହାଇଦ୍ରାବାଦ ଏଲମାପାଳିର ଏକ ଇଟାଭାଟିରେ କାମ କରୁଛନ୍ତି । ୪ଜଣ ଓଡ଼ିଆ ବ୍ୟକ୍ତିଙ୍କ ଅସହାୟତାର ସୁଯୋଗ ନେଇ ରାତିଦିନ ଇଟା ଭାଟିରେ ଖଟାଉଛନ୍ତି ମାଲିକ । ପାରିଶ୍ରମିକ ତ ନକହିବା ଭଲ ଠିକ ଭାବରେ ଦିମୁଁଠା ଖାଇବାକୁ ମଧ୍ୟ ମିଳୁନାହିଁ । ଫଳରେ ଗାଁ ଲୋକଙ୍କୁ ଭିଡ଼ିଓ ପଠାଇ ସେଠାରୁ ଉଦ୍ଧାର କରିବାପାଇଁ ଆକୁଳ ନିବେଦନ କରୁଛନ୍ତି ଶ୍ରମିକମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ