Masthead

ଇଡିକୁ ମୋର ଡର ନାହିଁ; ମୁଁ ଜଣେ ଭାଜପା ସାଂସଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସର୍ତ୍ତାରେ ରହିଲେ ଆଉ ଆଇନ ଶୃଙ୍ଖଳାକୁ କିଏ ବା ଖାତିର କରେ । ଏକଥା ଆମେ କହୁନୁ ଏପରି କିଛି କହି ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ସଞ୍ଜୟ ପାଟିଲ । ବାସ୍ତବରେ କଣ କୌଣସି ରାଜନୈତିକ ସ୍ତରରେ ରହିଲେ ଇଡି ହେଉ କି ଅନ୍ୟ କୌଣସି ପ୍ରଶାସନକୁ ଡର ନଥାଏ ? କାହିଁକିନା ଏପରି ଅନେକ ଉଦାହରଣ ଅଛି ଯାହା ବହୁ ପୂର୍ବରୁ ଘଟିଆସିଛି । ହେଲେ ଜଣେ ଶାସକ ଦଳର ସାଂସଦଙ୍କ ମୁହଁରୁ ଏପରି କିଛି ଶୁଣିବା ତାହା କେବେ ମଧ୍ୟ ଆଶା କରାଯାଇନଥିଲା । ତେବେ ଇଡି ମୋତେ ଆକ୍ରମଣ କରିବ ନାହିଁ । କାରଣ ମୁଁ କ୍ଷମତାରେ ଅଛି । ମୁଁ ଶାସକ ଦଳର ବୋଲି କହିଛନ୍ତି । ଏସବୁ ଛଡ଼ା ମୋର ବୟାନ ସବୁ ରେକଡୟ ହୋଇଥିଲେ ମଧ୍ୟ ମୋର କୌଣସି ଅସୁବିଧା ନାହିଁ । କାରଣ ମୁଁ କ୍ଷମତାରେ ଅଛି ।

ଏପରି କିଛି କହି ବେଶ ଚର୍ଚ୍ଚାରେ ରହିଛନ୍ତି ବିଜେପି ବିଧାୟକ ସଞ୍ଜୟ ପାଟିଲ । କେବଳ ଏତିକି ନୁହେଁ ବରଂ ୪୦ ଲକ୍ଷର କାର କିଣିବାକୁ ହେଲେ ଆମକୁ ଋଣ ନେବାକୁ ପଡ଼ିଥାଏ । ଯଦି ଇଡି ଏହା ଦେଖେ ତାହାଲେ ଆଶ୍ଚର୍ଯ୍ୟ ହୋଇ ପଛରେ ପଡ଼ିଯିବ । ହେଲେ ମୁଁ କ୍ଷମତାରେ ଥିବାରୁ ଇଡି ମୋତେ ଆକ୍ରମଣ କରିପାରିବ ନାହିଁ । କାରଣ ମୁଁ ଜଣେ ବିଜେପି ସାଂସଦ । ଏପରି ଖୁଲମଖୁଲ୍ଲା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରି ବେଶ ଚର୍ଚ୍ଚାରେ ଅଛନ୍ତି ବିଧାୟକ । ସେପଟେ କିଛି ଦିନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ଏଇଠି ପ୍ରଶ୍ନ ଉଠୁଛି କେବଳ ସେ କ୍ଷମତା ପାଇଁ ମିଶିଥିଲେ ନା କ୍ଷମତାର ଲାଭ ଉଠାଇବା ପାଇଁ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା