Masthead

ବିବାଦରେ ବାରଙ୍ଗ ୧୯୯୯, ଅକ୍ଷୟ ପରିଜାଙ୍କୁ ଅଞ୍ଜନା ମିଶ୍ରଙ୍କ ଲିଗାଲ ନୋଟିସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିବାଦରେ ‘ବାରଙ୍ଗ ୧୯୯୯’ ୱେବ ସିରିଜ୍ । ସିରିଜର ବିଷୟବସ୍ତୁକୁ ନେଇ ସୃଷ୍ଟି ହୋଇଛି ବିବାଦ । ଟ୍ରେଲରରେ ଜଣେ ବଳାକ୍ରାରୀ ପୀଡ଼ିତାର ସଂଘର୍ଷ କାହାଣୀ ଦର୍ଶାଯାଇଛି । ୱେବ ସିରିଜକୁ ବିରୋଧ କରିଛନ୍ତି ଅଞ୍ଜନା ମିଶ୍ର । ୭୨ ଘଣ୍ଟାରେ ଫିଲ୍ମକୁ ହଟାଇବାକୁ ଲିଗାଲ ନୋଟିସ କଲେ ଅଞ୍ଜନା । ‘ସିରିଜରେ ମିଥ୍ୟା ଓ ଅପମାନଜନକ ବର୍ଣ୍ଣନା କରାଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଜନା ମିଶ୍ର । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ନହଟାଇଲେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ପୂର୍ବରୁ ପ୍ରେସମିଟ କରି ଏହାକୁ ବିରୋଧ କରିଥିଲି ଅଞ୍ଜନା । ଟ୍ରେଲରରେ ମୋ କାହାଣୀ ଦର୍ଶାଯାଇଛି କହିଛନ୍ତି ଅଞ୍ଜନା ମିଶ୍ର । ସିରିଜର ନାଁ ବାରଙ୍ଗ ହେଲେ କାହାଣୀ ମୋ ସହିତ ସାମଞ୍ଜସ୍ୟ କହି ପ୍ରତିକ୍ରିୟା ରଖିଛନ୍ତି । ଫିଲ୍ମ ତିଆରି ପାଇଁ ଅନୁମତି ନିଆଯାଇନଥିବା ଅଞ୍ଜନା ମିଶ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା