ଜଳମଗ୍ନ ଭୁବନ ବଡ଼ ଖବରରାଜ୍ୟ By Bada Khabar Bureau Last updated Sep 14, 2021 Share FacebookTwitterWhatsAppEmailTelegramPrint ଭୁବନ (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ଜଳମଗ୍ନ ଢେଙ୍କାନାଳ ଜିଲ୍ଲା ଭୁବନର ବିଭିନ୍ନ ଅଞ୍ଚଳ । ଭୁବନ ବ୍ଲକର ଦୁଇଟି ଗ୍ରାମ ଜୟପୁର ଓ ଦଧିସିଙ୍ଗା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ । Related Posts ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ ଶୀତରୁ ନିସ୍ତାର ନାହିଁ ଏକତାଳୀ, ନିମେଇପୁର ଓ ଭୁବନ ରାସ୍ତାରେ ୪ ଫୁଟର ପାଣି । ଯାତାୟତ ବନ୍ଦ ହୋଇଯାଇଛି । ହଜାର ହଜାର ଧାନ ଜମି ଜଳମଗ୍ନ । Share